Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୃଷି ବିଭାଗରେ ପଶିଲା ଛାନିଆ

by ସଞ୍ଜୟ ସ୍ୱାଇଁ
February 11, 2020
in State
କୃଷି ବିଭାଗରେ ପଶିଲା ଛାନିଆ
10
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): କୃଷି ବିଭାଗରେ କାର୍ଯ୍ୟରତ ଠକ କର୍ମଚାରୀଙ୍କୁ ବାସାଡ୍ କରିବା ପାଇଁ ଏଗ୍ରି ଏକ୍‌ଷ୍ଟେସନ୍ ଆପ୍ ଆରମ୍ଭ କରାଯାଇଛି । ଏହି ଆପ୍ ଦ୍ୱାରା ଯେଉଁ କର୍ମଚାରୀମାନେ ଲୋକଙ୍କ ପାଖକୁ ନଯାଇ ଘରେବସି କାର୍ଯ୍ୟ କରନ୍ତି ସେମାନେ ଏବେ ଛାନିଆ ହୋଇପଡିଛନ୍ତି । ଏହି ଆପ୍ ଦ୍ୱାରା ପ୍ରତ୍ୟେକ କର୍ମଚାରୀ କେଉଁ ସମୟରେ କେଉଁ ଗ୍ରାମ ପଞ୍ଚାୟତ କିମ୍ବା କେଉଁ ଗ୍ରାମ ଏବଂ କେଉଁ ଲୋକ ସହିତ କ\’ଣ କାର୍ଯ୍ୟ କରୁଛନ୍ତି ଧରାପଡିଯିବେ । ମିଛ ଟୁର୍ ପ୍ରୋଗ୍ରାମ୍ ଦେଇ ଆଉ ଖସିପାରିବେ ନାହିଁ । ରାଜ୍ୟ ସରକାରଙ୍କ ମୋ-ସରକାର ଓ ୫-ଟି ଦ୍ୱାରା ପରିଚାଳିତ ଏଗ୍ରି ଏକ୍‌ଷ୍ଟେନ୍‌ସନ ଆପ୍‌କୁ ଆଜି ନୟାଗଡ଼ ଗ୍ରାମ୍ୟଉନ୍ନୟନ ବିଭାଗ ସୃଜନ ଗୃହରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଯୋଗଦେଇ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରଖିଛନ୍ତି । କୃଷିବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ, ମୃତ୍ତିକା ଓ ପ୍ରାଣୀସମ୍ପଦ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ଏହି ଆପ୍ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି । କାର୍ଯ୍ୟରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୃଷି ବିଭାଗର ଏହି ଆପ୍‌କୁ ନେଇ ଏବେ ସମସ୍ତ କର୍ମଚାରୀମାନଙ୍କ ମନରେ ଛାନିଆ ପଶିଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!