Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଡ଼ି ଚୋରି ସନ୍ଦେହରେ ଲୋକମାନେ ମିଶି ୪ ଜଣଙ୍କୁ ପିଟି ପୋଲିସର ଜିମାଦେଲେ

by ସଞ୍ଜୟ ସ୍ୱାଇଁ
June 26, 2022
in Crime, State
ଗାଡ଼ି ଚୋରି ସନ୍ଦେହରେ ଲୋକମାନେ ମିଶି ୪ ଜଣଙ୍କୁ  ପିଟି ପୋଲିସର ଜିମାଦେଲେ
67
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଗାଡ଼ି ଚୋରି ସନ୍ଦେହରେ ଲୋକମାନେ ମିଶି ୪ ଜଣଙ୍କୁ ନିସ୍ତୁକ ପିଟିଛନ୍ତି। ଭଦ୍ରକ ଟାଉନଥାନା ଅଧିନ ଗାନ୍ଧୀ ପଡ଼ିଆରେ ସ୍ଥାନୀୟ ଲୋକମାନେ ୪ ଜଣଙ୍କୁ ଚୋର ସନ୍ଦେହରେ ଅଟକ ରଖି ପୋଲିସର ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ୪ ଦିନ ତଳେ ଭଦ୍ରକ ଟାଉନ ଥାନା ଅଧିନ ଗାନ୍ଧୀପଡ଼ିଆ ପାଖ ଏକ ଘରୋଇ ନର୍ସିଂହୋମରେ କାର୍ୟ୍ୟରତ ଜଣେ ଯୁବକଙ୍କର ଗାଡ଼ି ଚୋରି ହୋଇଥିଲା। ଏହି ଗାଡ଼ିର ନମ୍ବର ପ୍ଲେଟକୁ ଭାଙ୍ଗି ଚୋର ଜଣକ ଚରମ୍ପା ରେଳ ଲାଇନ ସେପଟକୁ ଯାଇଥିବା ବେଳେ ସ୍ଥାନୀୟ ଲୋକ ସେହି ବାଇକକୁ ଦେଖି ପାଢ଼ୀ ନର୍ସିଂହୋମ କର୍ମଚାରୀଙ୍କୁ ଜଣାଇବା ପରେ କେତେକ ଯୁବକ ଏହି ସ୍ଥାନକୁ ଯାଇ ଚୋରମାନଙ୍କୁ ପିଛା କରିଥିଲେ। ପରେ ଚରମ୍ପାରେ ଥିବା ପ୍ରଭାତ ଆର୍ଟ ଆଗରେ ଧରି ଗାନ୍ଧୀ ପଡିଆକୁ ଆଣି ପଚରା ଉଚରା କରି ବା ସହିତ ନିସ୍ତୁକ ପିଟିଥିଲେ ଓ ପରେ ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ସେମାନଙ୍କୁ ଅଟକ ରଖି ମୋଟର ସାଇକେଲ ଚୋରି ଉପରେ ତଦନ୍ତ କରିବା ସହ ପଚରା ଉଚୁରା କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!