ପଟ୍ଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ଏନେଇ ଏବିଇଓ ସୁବାଷ ମହାନ୍ତି ରାଜନଗର ଥାନାରେ ଅଟକ । ଏବିଇଓ ସୁବାଷ ମହାନ୍ତି ବିଦ୍ୟାଳୟକୁ ପରିଦର୍ଶନ କରିବାକୁ ଯାଇଥିଲେ । ଏକୁଟିଆ ଦେଖି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜନଗର ଥାନାରେ ଏନେଇ ଏତଲା ପରେ ପୋଲିସ ତଦନ୍ତ ଜାରି ରଖିଛି ।





