Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଷ୍ଟିଲ ଓ ଲୁହା ଗୋଦାମରେ CT ଏବଂ GST ଏନଫୋର୍ସମେଣ୍ଟ ଟିମର ଚଢ଼ାଉ

by ସଞ୍ଜୟ ସ୍ୱାଇଁ
June 18, 2022
in Crime, State
ଷ୍ଟିଲ ଓ ଲୁହା ଗୋଦାମରେ CT ଏବଂ GST ଏନଫୋର୍ସମେଣ୍ଟ ଟିମର ଚଢ଼ାଉ
66
VIEWS
Share on FacebookShare on Twitter

ବରଗଡ଼, (ବାଘୁଆବାର୍ତ୍ତା): ସଦର ଥାନା ଅନ୍ତର୍ଗତ ସଂୟା ଗାଁ ନିକଟସ୍ଥ ଜାତୀୟ ରାଜପଥ କଡ଼ରେ ଥିବା ଗୌରୀଶଙ୍କର ଷ୍ଟିଲ ଓ ଲୁହା ଗୋଦାମରେ CT ଏବଂ GST ଏନଫୋର୍ସମେଣ୍ଟ ଟିମର ଚଢ଼ାଉ । ବରଗଡ଼ ଓ ସମ୍ବଲପୁର ଜିଲ୍ଲାର CT ଏବଂ GST ବିଭାଗର ମିଳିତ ଚଢାଉ । ବରଗଡ଼ ଜିଲ୍ଲା CT ଏବଂ GST ଡେପୁଟି କମିଶନର ରଜନୀକାନ୍ତ ସେଠ ଓ ସମ୍ବଲପୁର ଜିଲ୍ଲା ଡେପୁଟି କମିଶନର ସୁବୋଧ କୁମାର ପଣ୍ଡାଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗୌରୀଶଙ୍କର ଷ୍ଟିଲର ସମସ୍ତ କିଣା-ବିକା ର ଫାଇଲ ଯାଞ୍ଚ ପକ୍ରିୟା ଜାରି ରହିଛି । ବିଭାଗ ପକ୍ଷରୁ କୌଣସି ପତିକ୍ରିୟା ମିଳିନଥିବା ବେଳେ ପ୍ରାୟ ୬ ଘଣ୍ଟା ଧରି ଏହି ଯାଞ୍ଚ ଜାରି ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!