Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅସହ୍ୟ ହେଲା ବିଜେପି ବିଧାୟକଙ୍କ ନିର୍ୟାତନା, ବିଷ ପିଇଦେଲେ ଗୋଟିଏ ପରିବାରର ୪

by ସଞ୍ଜୟ ସ୍ୱାଇଁ
June 15, 2022
in Crime, State
ଅସହ୍ୟ ହେଲା ବିଜେପି ବିଧାୟକଙ୍କ ନିର୍ୟାତନା, ବିଷ ପିଇଦେଲେ ଗୋଟିଏ ପରିବାରର  ୪
119
VIEWS
Share on FacebookShare on Twitter

ବେଙ୍ଗାଲୁରୁ, (ବାଘୁଆବାର୍ତ୍ତା): ଜଣେ ବିଜେପି ବିଧାୟକଙ୍କ ଦ୍ୱାରା ଲାଞ୍ଝିତ ଓ ଅପମାନିତ ହେବା ପରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏମତି ଏକ ଅବାବନୀୟ ଘଟଣା କର୍ଣ୍ଣାଟକର ହାଭେରି ଜିଲ୍ଲାରେ ଘଟିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ସଦସ୍ୟ ମାନେ ହେଲେ ପାଣ୍ଡାପା ଲାମାଣି(୭୦), ଗୁରୁଚପା ଲାମାଣି(୭୨), ଗଙ୍ଗାଭା କବ୍ବୁର(୬୫) ଏବଂ ହନୁମାନ ଥାପ୍ପା(୪୧)। ହାଭେରି ଜିଲ୍ଲାର ସ୍ଥାନୀୟ ବିଜେପି ବିଧାୟକ ନେହରୁ ଓଲେକାର ଓ ତାଙ୍କ ପିଲାମାନଙ୍କ ଦ୍ୱାରା ନିର୍ୟାତନାର ଶିକାର ହୋଇ ନିଜ ଜମିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏମାନେ । ସମସ୍ତ ପୀଡ଼ିତଙ୍କୁ ଦେବଙ୍ଗିରି ହସପିଟାଲକୁ ପଠାଯାଇଥିଲା। ସେମାନେ ଅଭିଯୋଗ କରିଛନ୍ତି ଯେ, ବିଜେପି ବିଧାୟକ ନେହରୁ ଓଲେକାର ଜମିଜମା ବିବାଦକୁ ନେଇ ସେମାନଙ୍କୁ ହଇରାରଣ କରିଥିଲେ। ବିଧାୟକ ଏହି ୪ ଜଣଙ୍କୁ ଜଣକା ୫ଗୁଣ୍ଠ ଜମି ଦେବାକୁ ଦାବି କରିଥିଲେ। ଏଥିପାଇଁ ସେ ଟଙ୍କା ଦେବାକୁ କହିଥିଲେ। ସ୍ଥାନୀୟ ସରକାର କୃଷକମାନଙ୍କୁ ଅକର୍ମା-ଶକର୍ମା ସ୍କିମରେ ଜମି ଆବଣ୍ଟନ କରିଥିଲେ। ସ୍ଥାନୀୟ ଗାଁର ୨୯ ଜଣ ଚାଷୀ ଏହି ଯୋଜନାରେ ଲାଭବାନ ହୋଇଥିଲେ। ପ୍ରତ୍ୟେକଙ୍କୁ ଗୋଟିଏ ଏକର ୧୫ ଗୁଣ୍ଠ ଜମି ପ୍ରଦାନ କରାଯାଇଥିଲା। କିନ୍ତୁ ସ୍ଥାନୀୟ ବିଧାୟକ ସମସ୍ତ ହିତାଧିକାର ଚାଷୀଙ୍କୁ ୫ ଗୁଣ୍ଠ ଲେଖାଁଏ ଜମି ଦେବାକୁ ଦାବି କରିଥିଲେ। ଏହାକୁ ନେଇ ଚାଷୀମାନେ ବିରୋଧ କରିଥିଲେ। ସେମାନେ ଇଞ୍ଚେ ଜମି ଦେବେ ନାହିଁ ବୋଲି କହିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!