Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାଟକର ପ୍ରଥମ ଦୃଶ୍ୟରେ ମନ୍ତ୍ରୀ ଅରୁଣ !

by ସଞ୍ଜୟ ସ୍ୱାଇଁ
January 14, 2020
in Breaking
ନାଟକର ପ୍ରଥମ ଦୃଶ୍ୟରେ ମନ୍ତ୍ରୀ ଅରୁଣ	!
33
VIEWS
Share on FacebookShare on Twitter

ସୁଦ୍ଧା ସାଂସ୍କୃତିକ ଅନୁଷ୍ଠାନର ନାଟକ ‘ପ୍ରଳୟ ପରେ’

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ନାଟକ କ୍ଷେତ୍ରରେ ବେଶ ଆଗୁଆ ହୋଇଥିବା ବେଳେ ଆଜି ଜିଲ୍ଲାର ନେତୃତ୍ୱ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନାଟକ ପ୍ରଥମ ଦୃଶ୍ୟରେ ଅବର୍ତ୍ତୀଣ୍ଣ ହୋଇଛନ୍ତି । ସୁଦ୍ଧା ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପଦର୍ଶିତ ତଥା ଆୟୋଜିତ ନାଟକ ‘ପ୍ରଳୟ ପରେ’କୁ ମନ୍ତ୍ରୀ ଡ. ସାହୁ ଏକ ନାଟକୀୟ ଢଙ୍ଗରେ ଉଦଘାଟନ କରିଛନ୍ତି । ଯାହାକୁ ନେଇ ପଠାଣି ସାମନ୍ତ ପ୍ରେକ୍ଷାଳୟ ଦର୍ଶକଙ୍କ ମଧ୍ୟରେ ଏକ ନାଟକୀୟ ବାତାବରଣ ସୃଷ୍ଟି ହୋଇଛି । ଏହି ନାଟକର ରଚୟିତା ବିଜୟ କୁମାର ଶତପଥୀ ହୋଇଥିବା ବେଳେ ନିର୍ଦ୍ଦେଶକ ଦାୟିତ୍ୱ ବହନ କରିଛନ୍ତି ଅଧ୍ୟାପକ ଡ. ଆଶୁତୋଷ ରଥ । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଉପଦେଷ୍ଟାରେ ଅନୁଷ୍ଠିତ ଏହି ନାଟକରେ ନୟାଗଡ଼ ସହରର ବହୁ ନାଟ୍ୟ କଳାକାର ଅଭିନୟ କରିଥିବା ବେଳ ମୁଖ୍ୟ ଚରିତ୍ରରେ ରଂଜନ ରଶ୍ମୀ ଜେନା ଅଭିନୟ କରିଥିଲେ । ଦୁର୍ନୀତିକୁ ମନ୍ତ୍ର ଭାବେ ଗ୍ରହଣ କରି କିଭଳି ସାଧାରଣ ଲୋକଙ୍କୁ ଶୋଷଣ କରାଯାଏ ତାହା ଏହି ନାଟକ ମାଧ୍ୟମରେ କଳାକାର ମାନେ ଦେଖାଇବାକୁ ଚେଷ୍ଟା କରିଛନ୍ତି । ଏହି ନାଟକ ବହୁ ଦର୍ଶକଙ୍କ ମନମୋହିଥିବା ଜଣାପଡ଼ିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!