Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଚଢାଉ

by ସଞ୍ଜୟ ସ୍ୱାଇଁ
May 16, 2022
in Crime, State
ପୋଲିସକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଚଢାଉ
53
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣାରେ ମାଟି ଖାଲ ଗ୍ରାମରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କୋରାପୁଟ ପୋଲିସର ଚଢାଉ । ଶୁକ୍ରବାର ରାତି ଅଧରେ ମାଲକାନଗିରି ପୋଲିସର ଚଡାଉ । ଚଡାଉ ସମୟରେ ଗାଁ ଲୋକଙ୍କ ହାବୁଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ ମାଲକାନଗିରି ଜିଲ୍ଲା ପୋଲିସ ଗଞ୍ଜେଇ ଗଛିତ ଥିବାନେଇ ଚଡାଉ କରିଥିଲା । ଗଞ୍ଜେଇ ରେଡ଼ କରିବା ନିମନ୍ତେ ଗାଁ ଭିତରକୁ ପଶିଥିଲେ । ପ୍ରଥମେ ଗାଁର କିଛି ଲୋକଙ୍କ ଘରର କବାଟକୁ ବାଡାଇ ଥିଲେ ଏବଂ ଘର ଭିତରେ ପଶି ଲୋକଙ୍କୁ ଭୟଭୀତ କରିଥିଲେ । ପୋଲିସ ଚଡାଉ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଥିଲେ । ପରେ ଗାଁ ସମସ୍ତେ ଏକତ୍ରିତ ହୋଇ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିଥିଲେ । ପରେ ପୋଲିସ ଲୋକଙ୍କୁ ଭୟଭୀତ କରିବା ପାଇଁ ୮ରୁ ୧୦ଟି ଗୁଳି ଖୋଲା ଆକାଶରେ ଚଳାଇଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଗୁଳି ଶବ୍ଦକୁ ମଧ୍ୟ ଲୋକେ ଭୟ ନ କରି ପ୍ରତିବାଦ କରିଥିଲେ । ପରେ ପୁଲିସ କର୍ମଚାରୀ ଗ୍ରାମବାସୀଙ୍କ ଆକ୍ରମଣରେ ଛତ୍ର ଭଙ୍ଗ ଦେଇଥିଲେ । ଜଣେ ପୋଲିସ କର୍ମଚାରୀ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଗାଁ ଲୋକେ ପୋଲିସ କର୍ମଚାରୀ ଜଣକୁ ଚୋର ଭାବି ମାଡମାରି ଥିଲେ । ଅନ୍ୟପଟେ ପୋଲିସ ବ୍ୟବହାର କରୁଥିବା ୨ଟି ବାଇକକୁ ମଧ୍ୟ ଗ୍ରାମବାସୀ ଜବତ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ମଧ୍ୟ ରାତ୍ରରେ ମାଟିଖାଲ ଗାଁରେ ପୁଲିସ ନାମରେ ଡକାୟତ ମାନେ ପଶି ଡ଼କାୟତ କରୁଥିବା ଯୋଗୁଁ ଗ୍ରାମବାସୀ ପ୍ରତିବାଦ କରିଥିଲେ । ଗାଁ ଲୋକଙ୍କୁ ପୁଲିସ କର୍ମଚାରୀ ମାନେ ଓଲଟା ଭୟଭୀତ କରିଥିଲେ ବୋଲି ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏପଟେ ଅଟକ ପୋଲିସ କର୍ମଚାରୀ ମାଲକାନଗିରି ଜିଲ୍ଲା ଙ୍କ ନିର୍ଦ୍ଦେଶରେ ମାଟିଖାଲ ଗାଁରେ ଗଞ୍ଜେଇ ରହିଥିବା ନେଇ ଗଞ୍ଜେଇ ରେଡ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାଥିଲି, ଗୋବିନ୍ଦପାଳି ଓ ମାଲକାନଗିରି ପୁଲିସ ମିଳିତ ଭାବରେ ଚଡାଉ କରିଥିବା ଗ୍ରାମବାଦୀଙ୍କ ଦ୍ୱାରା ଅଟକ ପୋଲିସ କର୍ମଚାରୀ କହିଥିଲେ । ପରବର୍ତ୍ତୀ ସମୟରେ ମାଛକୁଣ୍ଡ ପୋଲିସ ଘଟଣା ସ୍ଥଳକୁ ଯାଇ ଆହତ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣା କୁ ନେଇ ମାଛକୁଣ୍ଡ ଥାନରେ ମାଥିଲି ପୋଲିସ ଲିଖିତ ଅଭିଯୋଗ ପରେ ଆଜି ପୋଲିସ କଡ଼ା ପଦକ୍ଷେପ ନେଇଛି । ଗ୍ରାମରେ କୋରାପୁଟ , ମାଛକୁଣ୍ଡ ପୋଲିସ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!