Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାୟୁସେନା ପୂର୍ବ ଅଧିକାରୀ ନିଖୋଜ

by ସଞ୍ଜୟ ସ୍ୱାଇଁ
May 16, 2022
in Crime, State
ବାୟୁସେନା ପୂର୍ବ ଅଧିକାରୀ ନିଖୋଜ
112
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ି ନିଖୋଜର ୪ ଦିନ ପରେ ଭାରତୀୟ ବାୟୁସେନାର ଜଣେ ପୂର୍ବତନ ଅଧିକାରୀଙ୍କ ନିଖୋଜ ଖବର ସାମ୍ନାକୁ ଆସିଛି । ଭେଟେରାନ୍‌ ଜଣକ ହେଲେ ହେଲେ ଅଜିତ କୁମାର ଖୁଣ୍ଟିଆ(୫୮) । ଏନେଇ ନୂଆପଲ୍ଲୀ ଥାନାରେ ନିଖୋଜ ଅଭିଯୋଗ ହୋଇଛି । ସୂଚନା ମୁତାବକ, ବେହେରା ସାହି ଦମୟନ୍ତୀ ଆପାର୍ଟମେଣ୍ଟରେ ଅଜିତ୍‌ ରହୁଛନ୍ତି । ମଙ୍ଗଳବାର ସନ୍ଧ୍ୟା ସାଢ଼େ ୫ଟା ବେଳୁ ଅଜିତ୍‌ ଘରୁ କେଉଁଆଡେ ପଳାଇଛନ୍ତି । ପରିବାର ଲୋକ ତାଙ୍କୁ ଅନେକ ଖୋଜାଖୋଜି କରିବା ସତ୍ତେ୍ୱ ତାଙ୍କର ପତ୍ତା ମିଳିନାହିଁ । ଗୁରୁବାର ପତ୍ନୀ ବିଜୟୀଲକ୍ଷ୍ମୀ ନାୟକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ପୁଲିସ ତାଙ୍କ ପରିବାର ଲୋକ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ଅଜିତ୍‌ ଘରୁ ଯିବା ବେଳେ ସାଙ୍ଗରେ ମୋବାଇଲ ନେଇନଥିଲେ । ଏମିତିକି ସେ ପିନ୍ଧିଥିବା ସୁନା ମୁଦି ଓ ଚେନ୍‌ ମଧ୍ୟ ଘରେ ରଖିଦେଇ ଯାଇଥିଲେ । ସେପଟେ ସମାନ ଢ଼ଙ୍ଗରେ ପୂର୍ବତନ ବିଧାୟକ ମଧ୍ୟ ମୋବାଇଲ୍‌ ଫୋନ୍‌ ସହ ସୁନା ମୁଦି ଓ ସୁନା ଚେନ୍‌ ଘରେ ରଖି କେଉଁଆଡ଼େ ପଳାଇଥିବା ପୁଲିସ କହୁଛି । କିଡ୍‌ନାପିଂ ଓ ମ୍ୟାନ୍‌ ମିସିଂ ସେଲ୍‌ ଏହି ୨ଟି ମାମଲାରେ ସାମଞ୍ଜସ୍ୟକୁ ନେଇ ତଦନ୍ତ ଚଳାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!