Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ୍‌ରେ ବେଆଇନ ମଦ ପରିବହନର ଭିଡିଓ ଭାଇରାଲ

by ସଞ୍ଜୟ ସ୍ୱାଇଁ
May 14, 2022
in State
ବାଇକ୍‌ରେ ବେଆଇନ ମଦ ପରିବହନର ଭିଡିଓ ଭାଇରାଲ
74
VIEWS
Share on FacebookShare on Twitter

ଭଣ୍ଡାରିପୋଖରୀ, (ବାଘୁଆବାର୍ତ୍ତା): ଭଣ୍ଡାରିପୋଖରୀ ଅଞ୍ଚଳରେ ବେଆଇନ ମଦ କାରବାର ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି । ବିଭିନ୍ନ ରାସ୍ତାରେ ଚୋରା ମଦ ଆସି ବିକ୍ରୟ ହେଉଛି । ୧୬ ନଂ ଜାତୀୟ ରାଜପଥର ଆଖୁଆପଦା ନିକଟ ଗଳିପୋଲ ତଳେ ଏକ ବାଇକ୍‌ରେ ଚୋରା ମଦ ପରିବହନ କରାଯାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି କାର୍ୟ୍ୟରେ ପୁଲିସ ଓ ଅବକାରୀ ବିଭାଗ ବଟି ନେଇ ସହାୟତା କରୁଥିବା କଥା ପରିବହନକାରୀମାନେ ଭିଡିଓରେ ଆକ୍ଷେପ କରୁଥିବା ଜଣାଯାଇଛି । ଭିଡିଓ ଉତ୍ତୋଳନକାରୀଙ୍କୁ ମଧ୍ୟ ପରିବହନକାରୀମାନେ ଧମକ ଦେଉଥିବା ଭିଡିଓରେ ରେକର୍ଡ ହୋଇଛି । ଭିଡିଓ ଉତ୍ତୋଳନକାରୀ ସାହସିକ ଭାବେ ଘଟଣାକୁ ନଜରକୁ ଆଣିଥିବାରୁ ସାଧାରଣରେ ପ୍ରଶଂସା କରାଯିବା ସହ ସେମାନଙ୍କୁ ସୁରକ୍ଷା ଦେବା ଓ ଚୋରା ମଦ ପରିବହନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି ହୋଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!