Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ ଖେଳୁଥିବା ସମସ୍ତ ମ୍ୟାଚ୍ ଏଣିକି ଦେଖିବାକୁ ମିଳିବ ଡିଡି ସ୍ପୋର୍ଟ୍ସରେ

by ସଞ୍ଜୟ ସ୍ୱାଇଁ
May 12, 2022
in Breaking, Sports
ଭାରତ ଖେଳୁଥିବା ସମସ୍ତ ମ୍ୟାଚ୍ ଏଣିକି ଦେଖିବାକୁ ମିଳିବ ଡିଡି ସ୍ପୋର୍ଟ୍ସରେ
87
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତର କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଏଣିକି ଡିଡି ସ୍ପୋର୍ଡ୍ସରେ ଦେଖିବାକୁ ମିଳିବ ଭାରତ ଖେଳୁଥିବା ସମସ୍ତ କ୍ରିକେଟ୍ ମ୍ୟାଚ୍ । ଭାରତୀୟ ଦଳର ଉଭୟ ପୁରୁଷ ଓ ମହିଳାଙ୍କ ଦଳ ଯେଉଁଠି ଖେଳିବ ସେଠାକରା ମ୍ୟାଚ୍ ଏଣିକି ଡିଡି ସ୍ପୋର୍ଡ୍ସରେ ପ୍ରସାରିତ କରାଯିବ । ଏଥରପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ପୋର୍ଡ୍ସ ବ୍ରଡକାଷ୍ଟିଂ ଶେୟାରିଂ ଆକ୍ଟରେ କିଛି ଟା ପରିବର୍ତ୍ତନ କରାଯାଇଛି । ପ୍ରାଇଭେଟ ସ୍ପୋର୍ଟ୍ସ ବ୍ରଡକାଷ୍ଟର୍ସଙ୍କୁ ପବ୍ଲିକ ବ୍ରଡକାଷ୍ଟର ପ୍ରସାର ଭାରତୀ ସହ ଶେୟାର କରିବ । ଏହା ଦ୍ୱାରା ସମସ୍ତ ମ୍ୟାଚର ଲାଇଭ ଟେଲିକାଷ୍ଟ ଭାରତୀୟ ଦର୍ଶକ ଦେଖିପାରିବେ । ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ସେମିଫାଇନାଲ ଓ ଫାଇନାଲ ମ୍ୟାଚ ସମେତ ପୁରୁଷ, ମହିଳା ଏସିଆ କପ, ୧୯ ବର୍ଷରୁ କମ ବିଶ୍ୱକପ ମଧ୍ୟ ଡିଡି ସ୍ପୋର୍ଟ୍ସରେ ଉପଲବ୍ଧ ହେବ । ଏହା ବ୍ୟତୀତ ଜୁନିୟର ହକି ବିଶ୍ୱକପ (ଭାରତ ଯଦି ଆୟୋଜକ)କୁ ମଧ୍ୟ ସାମିଲ କରାଯାଇଛି । ମହିଳା ଏସିଆ କପ ଫୁଟବଲ, ଅଣ୍ଡର ୱାନ ଫିଫା ବିଶ୍ୱକପ, ଫିଫା ବିଶ୍ୱକପ ଓପନିଂ ସେରମୋନୀ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ । ମାନ୍ୟତା ପ୍ରାପ୍ତ ନ୍ୟାଶନାଲ ସ୍ପୋର୍ଟ୍ସ ଫେଡେରେଶନ ଦ୍ୱାରା ଆୟୋଜିତ ସମସ୍ତ ଆନ୍ତର୍ଜାତୀୟ ଇଭେଂଟ ଯାହା ଭାରତରରେ ହେବ ତାକୁ ଡିଡି ସ୍ପୋର୍ଟ୍ସରେ ପ୍ରସାରଣ କରାଯିବା ବାଧ୍ୟତାମୂଳକ କରାଯିବ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!