Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଥକାଠ ଅନୁକୂଳ ପାଇଁ ପହଂଚିଲା ମହାପ୍ରଭୃଙ୍କ ଆଜ୍ଞାମାଳ

by ସଞ୍ଜୟ ସ୍ୱାଇଁ
January 6, 2020
in Breaking
ରଥକାଠ ଅନୁକୂଳ ପାଇଁ ପହଂଚିଲା ମହାପ୍ରଭୃଙ୍କ ଆଜ୍ଞାମାଳ
34
VIEWS
Share on FacebookShare on Twitter

ଦେଖନ୍ତୁ ଭିଡିଓ

 

ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଆଙ୍କ ଆରାଧ୍ୟା ଦେବତା ମହାପ୍ରଭୃ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ରଥ ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଆଙ୍କ ଆରାଧ୍ୟା ଦେବତା ମହାପ୍ରଭୃ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ କାଠ ସଂଗ୍ରହ କରାଯିବା ପାଇଁ ଆଜି ନୟାଗଡ଼ରେ ମହାପ୍ରଭୃଙ୍କ ଆଜ୍ଞାମାଳ ପହଂଚିଛି । ତତ୍ୱାବଧାରକ ସୁର୍ଦଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ମହାପ୍ରଭୂଙ୍କ ଆଜ୍ଞାମାଳ ଧରି ଆଜି ସଂନ୍ଧ୍ୟାରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି । ଏକ ଧାର୍ମିକ ପରିବେଶରେ ଆଜ୍ଞାମାଳକୁ ସ୍ୱାଗତ କରାଯାଇଛି । ଆସନ୍ତାକାଲି ସକାଳୁ ଗଣିଆ ବନାଂଚଳ ଅନ୍ତର୍ଗତ ବଡ଼ମୂଳଠାରେ ଅବସ୍ଥିତ ବଡ଼ ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ସଂଗ୍ରହ କାର୍ଯ୍ୟାରମ୍ଭ କରାଯିବା ନେଇ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ସୂଚନା ଦେଇଛନ୍ତି । ଚଳିତବର୍ଷ ରଥ ନିର୍ମାଣ ପାଇଁ ମନ୍ଦିର କର୍ତ୍ତପକ୍ଷ ୬୭୨ ଖଣ୍ଡ କାଠ ଆବଶ୍ୟକ କରୁଥିବା ନେଇ ସୂଚନା ଦେଇଥିବା ବେଳେ ନୟାଗଡ଼ ବନଖଣ୍ଡରୁ ୩୬୭ ଖଣ୍ଡ କାଠ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଆଜ୍ଞାମାଳକୁ ସ୍ୱାଗତ କରିବା ପାଇଁ ବନଖଣ୍ଡ ଅଧିକାରୀଙ୍କ ସହ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ବନ କର୍ମଚାରୀ, ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ନିର୍ମାଣ ନିମନ୍ତେ କାଠ ସଂଗ୍ରହ କରାଯିବା ପାଇଁ ଆଜି ନୟାଗଡ଼ରେ ମହାପ୍ରଭୃଙ୍କ ଆଜ୍ଞାମାଳ ପହଂଚିଛି । ତତ୍ୱାବଧାରକ ସୁର୍ଦଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ମହାପ୍ରଭୂଙ୍କ ଆଜ୍ଞାମାଳ ଧରି ଆଜି ସଂନ୍ଧ୍ୟାରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି । ଏକ ଧାର୍ମିକ ପରିବେଶରେ ଆଜ୍ଞାମାଳକୁ ସ୍ୱାଗତ କରାଯାଇଛି । ଆସନ୍ତାକାଲି ସକାଳୁ ଗଣିଆ ବନାଂଚଳ ଅନ୍ତର୍ଗତ ବଡ଼ମୂଳଠାରେ ଅବସ୍ଥିତ ବଡ଼ ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ସଂଗ୍ରହ କାର୍ଯ୍ୟାରମ୍ଭ କରାଯିବା ନେଇ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ସୂଚନା ଦେଇଛନ୍ତି । ଚଳିତବର୍ଷ ରଥ ନିର୍ମାଣ ପାଇଁ ମନ୍ଦିର କର୍ତ୍ତପକ୍ଷ ୬୭୨ ଖଣ୍ଡ କାଠ ଆବଶ୍ୟକ କରୁଥିବା ନେଇ ସୂଚନା ଦେଇଥିବା ବେଳେ ନୟାଗଡ଼ ବନଖଣ୍ଡରୁ ୩୬୭ ଖଣ୍ଡ କାଠ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଆଜ୍ଞାମାଳକୁ ସ୍ୱାଗତ କରିବା ପାଇଁ ବନଖଣ୍ଡ ଅଧିକାରୀଙ୍କ ସହ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ବନ କର୍ମଚାରୀ, ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

http://baghuabarta.com/backup/wp-content/uploads/2020/01/VID-20200106-WA0029.mp4
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!