Friday, July 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶାମ୍ବ ଦଶମୀ ଉପଲକ୍ଷେ ସାଧୁମେଳା

by ସଞ୍ଜୟ ସ୍ୱାଇଁ
January 5, 2020
in Lifestyle
ଶାମ୍ବ ଦଶମୀ ଉପଲକ୍ଷେ ସାଧୁମେଳା
28
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଆବିଡା ଭାଗବତ ମନ୍ଦିର ଠାରେ ଅଞ୍ଚଳର ଶାମ୍ବ ଦଶମୀ ଉପଲକ୍ଷେ ସାଧୁସନ୍ଥ ଭକ୍ତ ମାନଙ୍କୁ ନେଇ ଗ୍ରାମବାସୀଙ୍କ ସହାୟତାରେ ସାଧୁମେଳା ଅନୁଷ୍ଠିତ ହୋଇ ଯାଇଛି । ସକାଳୁ ସକାଳୁ ଗ୍ରାମର ମହିଳା ଓ ପୁରୁଷ ସୂର୍ଯ୍ୟପୂଜା କରିବା ପରେ ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ଦଳର ମାର୍ଗ ଦର୍ଶକ ସନ୍ଥସେବକ ଭକ୍ତ ପ୍ରଭୂଜୀ ଲଳିତ ନାରାୟଣ ଦାସ,ସଭାପତି ରାଜୁ ବାବା,ସମ୍ପାଦକ ଭୋଳେଶ୍ୱର ବାବା,ସଦା ବାବା,ଚକ୍ରଧର ବାବାଙ୍କ ସମେତ ନରସିଂହପୁର,ଗଣିଆ,ଖଣ୍ଡପଡା ଆଦି ଅଞ୍ଚଳର ପ୍ରାୟ ୬୦ରୁ ଅଧିକ ସାଧୁସନ୍ଥ ଯୋଗ ଦେଇଥିଲେ । ଗ୍ରାମବାସୀଙ୍କ ତରଫରୁ ଉପସ୍ଥିତ ସାଧୁସନ୍ଥ ମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କେନ୍ଦୁଆବିଡା ଗ୍ରାମ ସଭାପତି ବରଜ ବନ୍ଧୁ ସେଠ,ୱାର୍ଡ ମେମ୍ବର ବେଣୁଧର ସେଠ ଓ ଗ୍ରାମବାସୀ ଗଣ ସହଯୋଗ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!