Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରବର୍ତ୍ତୀ ପିଢ଼ିର ଉତ୍ତରଦାୟୀ ଅପଣମାନେ : ଅରୁଣ

by ସଞ୍ଜୟ ସ୍ୱାଇଁ
January 5, 2020
in Education
ପରବର୍ତ୍ତୀ ପିଢ଼ିର ଉତ୍ତରଦାୟୀ ଅପଣମାନେ : ଅରୁଣ
27
VIEWS
Share on FacebookShare on Twitter

ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ଛାତ୍ରଛାତ୍ରୀମାନଙ୍କର ମନସ୍ତତ୍ୱ ,ଅଧ୍ୟାପକମାନଙ୍କ ମାନସିକତା, ସମାଜର ଦାୟିତ୍ୱବୋଧତା ଏବଂ ଅଭିଭାବକମାନଙ୍କ ଭରସାକୁ ପାଥେୟ କରି ଆମକୁ ଉଚ୍ଚଶିକ୍ଷାକୁ ଆଗକୁ ନେବାକୁ ପଡିବ । ଅଧ୍ୟାପକମାନେ ଛାତ୍ରଛାତ୍ରୀ ତଥା ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ବିସ୍ତାର କରିବା ପାଇଁ ପର୍ଯ୍ୟନ୍ତ ସୁଯୋଗ ରହିଛି । ଘରେ ବାପ ମା ମାନେ ସେମାନଙ୍କ ପୁଅ ଝିଅ ମାନଙ୍କୁ ଆପଣମାନଙ୍କ ନିକଟକୁ ଛାଡ଼ୁଛନ୍ତି କିଛି ପଢିବେ ଆଉ ସମାଜରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ଆଉ ଆପଣମାନେ ଯଦି ଶିକ୍ଷା କୁ ବୃତି ଭାବି ନିଜ ନିଜ ର ଦାୟିତ୍ୱ ସାରିଦେବେ ତେବେ ସମାଜ ଆପଣଙ୍କୁ ପ୍ରଶ୍ନ ପଚାରିବା ବେଳେ ଅପଣମାନେ କଣ ଉତ୍ତର ଦେବେ? ଏ ପର୍ଯ୍ୟନ୍ତ ପ୍ରୋକ୍ତରୀଆଲ କମ ମେଂଟରିଂ ବ୍ୟବସ୍ତା କଣ ପାଇଁ କରାହୋଇଥିଲା ତା’ର ଉଦେଶ୍ୟ ଅନ୍ୟମାନେ ଜାଣିପାରୁନାହାନ୍ତି । ଲକ୍ଷ ଥିଲା ଜଣେ ଶିକ୍ଷକ ୨୦/୨୫ ଜଣ ପିଲାଙ୍କର ଦାୟିତ୍ୱ ନେଇ ସେମାନଙ୍କ ଅଭିଭାବକ ମାନଙ୍କ ସହ କଥାବାର୍ତା ହୋଇ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ କିନ୍ତୁ ସେ ସବୁକୁ ଆପଣମାନେ ଦାଇତ୍ୱ ଭାବରେ ନେଇ କାମ ସାରିଦେଲେ କିନ୍ତୁ ଫଳ କଣ ହେଲା ନିଜେ ନିଜକୁ ପଚାରନ୍ତୁ । ଏଥି ସହିତ ମହାବିଦ୍ୟାଳୟ ମାନଙ୍କର ବିକାଶ ଦିଗରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ବହୁତ ରହିଛି।

କିଟ ପରିସରରେ ଅନୁଷ୍ଠିତ ଦକ୍ଷତା ବିକାଶ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଆଜି ସରକାରୀ ମହାବିଦ୍ୟାଳୟ ଓ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ଉଦ୍ଦେଶ୍ୟରେ ଏଭଳି ବକ୍ତବ୍ୟ ଦେଇଥିଲେ। ଏହି କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଶାଶ୍ବତ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!