Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧୁର ବନ୍ଧୁତ୍ୱ ସ୍ୱୀକାର କଲି : ସ୍ୱାମୀ ସମର୍ପଣାନନ୍ଦ

by ସଞ୍ଜୟ ସ୍ୱାଇଁ
December 30, 2019
in Education
ବନ୍ଧୁର ବନ୍ଧୁତ୍ୱ ସ୍ୱୀକାର କଲି : ସ୍ୱାମୀ ସମର୍ପଣାନନ୍ଦ
33
VIEWS
Share on FacebookShare on Twitter

ପ୍ରତ୍ୟହ ତୁଳସୀ, ରାଶିଲଡ଼ୁ ଖାଆନ୍ତୁ

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦରର ରୈାପ୍ୟ ଜୟନ୍ତୀ ଦ୍ୱିତୀୟ ଦିବସର ସମାରୋହରେ ମୁଖ୍ୟବକ୍ତା ଶ୍ରୀ ସ୍ୱାମୀ ସମର୍ପଣାନନ୍ଦ ଗିରି ମହାରାଜା ତାଙ୍କ ଅଭିଭାଷଣରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ବନ୍ଧୁତ୍ୱର ହାତ ବଢ଼ାଇବା ସହ ନିଜେ ବନ୍ଧୁତ୍ୱର ସ୍ୱୀକାର କଲି ବୋଲି କହିଛନ୍ତି । ମାଆଙ୍କୁ ସମ୍ମାନ ଦେବା ଛାତ୍ରଛାତ୍ରୀମାନଙ୍କର ନିହାତି ଆବଶ୍ୟକ ରହିଛି ବୋଲି କହିଥିଲେ । ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ହେଉଛନ୍ତି ବାପା, ମାଆ ବୋଲି କହିବା ସହ ବାପା ଗୋଟିଏ ପାଶ୍ୱର୍ ହେଲେ ମାଆ ସମାଜର ଚର୍ତୁପାଶ୍ୱ । ମାଆଟିଏ ଚାହିଁଥିଲା ବୋଲି କୋଣାର୍କ ନିର୍ମାଣ ହୋଇଛି । ମାଆ ନିର୍ଦ୍ଦେଶ ଦେଇଥିଲେ ବଣକୁ ଯାଆ, ପର ମୂହୂର୍ତ୍ତରେ ପୁଅ ପୁରୁଷୋତ୍ତମ ହେଲା ବୋଲି ସେ କହିଛନ୍ତି । ଏଥି ସହିତ ଛାତ୍ରଛାତ୍ରୀଙ୍କର ଆହାର ଶୁଦ୍ଧି କଲେ ବିଚାର ଶୁଦ୍ଧି ହେବ ବୋଲି ବକ୍ତବ୍ୟ ରଖିଥିଲେ । ମାଆମାନେ ପିଲାକୁ ପ୍ରତ୍ୟେକ ଦିନ ଗୋଟିଏ ତୁଳସୀ ପତ୍ର ଏବଂ ମେଧାବୀ ହେବା ପାଇଁ ରାଶିଲଡ଼ୁ ଖାଇବାକୁ ଦେବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!