Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରବୀନ୍ଦ୍ର ନାଥ ପ୍ରଧାନଙ୍କ ୭ଟି ପୁସ୍ତକ ଉନ୍ମୋଚନ

by ସଞ୍ଜୟ ସ୍ୱାଇଁ
December 28, 2019
in Nayagarh
ରବୀନ୍ଦ୍ର ନାଥ ପ୍ରଧାନଙ୍କ ୭ଟି ପୁସ୍ତକ ଉନ୍ମୋଚନ
79
VIEWS
Share on FacebookShare on Twitter

ମା ଭଗବତୀ ବିକାଶ ପରିଷଦର ବାର୍ଷିକ ଉତ୍ସବ

ନୟାଗଡ଼, (ବାଘୁଆବାର୍ତ୍ତା) : ଭୂବନେଶ୍ୱର ସ୍ଥିତ ମା ଭଗବତୀ ବିକାଶ ପରିଷର ତ୍ରୟୋଦଶତମ ବାର୍ଷିକ ଉତ୍ସବ ଭଂଜ କଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ବିଚାରପତି ଦିପକ ମିଶ୍ର, ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ଦେବନ୍ଦ୍ରେ ନାଥ ମାନସିଂ, ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରମୂଖ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ପ୍ରଧାନଙ୍କ ସ୍ୱରଚିତ ସାତ ଗୋଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏଥି ମଧ୍ୟରେ ଗାନ୍ଧୀ ଦେବତା, ଗାନ୍ଧୀ ଉପଦେଶା ବଳୀ, ମୁଁ ରାଜା ହେବିନି କି ମନ୍ତ୍ରୀ ହେବିନି ହେବି ବାବାଜି, କୁନାକୁନିଙ୍କ ଗଳ୍ପମାଳା, ଟିକିଟିକି କଥାର ମହକ ପ୍ରଥମ ଖଣ୍ଡ ଓ ଦ୍ୱିତିୟ ଖଣ୍ଡ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ରବୀନ୍ଦ୍ର ନାଥ ପ୍ରଧାନ ନୟାଗଡ଼ ସହର ପୋଲିସ କଲୋନୀ ବାସିନ୍ଦା ବୋଲି ଜଣାପଡ଼ିଛି । ତାଙ୍କର ସାତଖଣ୍ଡ ପୁସ୍ତକ ଉନ୍ମୋଚନ ପରେ ତାଙ୍କ ପୈାତ୍ରୁକ ଗ୍ରାମ ବାଣପୁର ଏବଂ ନୟାଗଡ଼ରେ ଖୁସିର ଲହରୀ ଖେଳି ଯାଇଛି । ଏଥିସହିତ ଡ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୁସ୍ତକ ଆମେରିକା ଓ କାନାଡ଼ ଭ୍ରମଣର ଦିନଲିପି ଉକ୍ତ ଉତ୍ସବରେ ଉନ୍ମୋଚିତ ହୋଇଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!