Wednesday, July 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଶା ନିବାରଣ ସଚେତନତା ପଦଯାତ୍ରା

by ସଞ୍ଜୟ ସ୍ୱାଇଁ
December 27, 2019
in Breaking, Nayagarh
ନିଶା ନିବାରଣ ସଚେତନତା ପଦଯାତ୍ରା
52
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ସ୍ଥାନୀୟ ନୟାଗଡ଼ ବ୍ଲକ୍ର ଇଟାମାଟି ଗ୍ରାମପଞ୍ଚାୟତରେ ଆଞ୍ଚଳିକ ମହିଳା ଉନ୍ନୟନ କମିଟି, ଇଟାମାଟି ତରଫରୁ ଏକ ନିଶା ନିବାରଣ ସଚେତନତା ପଦଯାତ୍ରା ଅନୁଷ୍ଠାନର ସଂଗଠିକା ଅମିତା ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଦଯାତ୍ରାକୁ ନୟାଗଡ଼ ବନଖଣ୍ଡ ଅଧିକାରୀ ଏଚ୍.ଡି ଧନରାଜ ଉଦଘାଟନ କରିଥିଲେ । ପଦଯାତ୍ରା ଇଟାମାଟି ଗ୍ରାମପଞ୍ଚାୟତ ପରିକ୍ରମା କରିବା ସହିତ ନିଶା ବିରୋଧି ନାନା ସ୍ଲୋଗାନ ଦେଇ ନିଶାଠାରୁ କିପରି ଦୁରେଇ ରହିଲେ ମାନବ ସମାଜର ଉନ୍ନତି ହୋଇପାରିବ ତାହା ପ୍ରଚାରପତ୍ର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ବିକାଶ ପରିଷଦ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ, ଆଜାଦ୍ହିନ୍ଦ ଯୁବ ସଂସଦ, ମାଙ୍କପଲ୍ଲୀର ସମ୍ପାଦକ ପ୍ରଫୁଲ୍ଲ କୁମାର ବେହେରା, ମୈତ୍ରୀ ଯୂବ ସଂସଦ ନୟାଗଡ଼, ଇଟାମାଟି ବରିଷ୍ଠ ନାଗରିକ ମଞ୍ଚ, ସରପଞ୍ଚ ସୋନାଲିକା ମନ୍ଥନ, ସମ୍ପାଦକ ରେବତୀ ଫତେଗଡ଼ ପ୍ରଦୀପ କୁମାର ସାହୁ, ପ୍ରଦେଶ କଂଗ୍ରେସ କମିଟି ନୟାଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁ, ବଣିକ ସଂଘ ଇଟାମାଟି, ଓଡ଼ିଶା ସାମ୍ବାଦିିକ ସଂଘ ନୟାଗଡ଼ ଜିଲ୍ଲା ସଭାପତି ଗୋକୁଳ ଷଢଙ୍ଗୀ, ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ ସଭ୍ୟ ନିରଞ୍ଜନ ମିଶ୍ର, ସମାଜସେବୀ ସୌମ୍ୟରଞ୍ଜନ ବେହେରା, ଦେବରାଜ ସାହୁ, ଦେବାଷିଶ ପଟ୍ଟନାୟକ, ପ୍ରମୋଦ କୁମାର ମହାନ୍ତି, କୁଞ୍ଜବିହାରି ସଂଘ ଇଟାମାଟି, ଭାଗିରଥି ବାଇ ତଥା ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ଶତାଧିକ ମହିଳା କର୍ମୀ ଯୋଗଦାନ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!