Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆରମ୍ଭରୁ ଫେଲ୍ ମାରିଲେ ବିରୋଧି

by ସଞ୍ଜୟ ସ୍ୱାଇଁ
March 7, 2022
in Feature News
ଆରମ୍ଭରୁ ଫେଲ୍ ମାରିଲେ ବିରୋଧି
463
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ କରିଥିବା ବେଳେ ବିରୋଧି ଏକ ରକମ ଫେଲ ମାରିଥିଲେ । ପୈାର ନିର୍ବାଚନରେ ମଧ୍ୟ ସମାନସ୍ଥିତି ଦେଖିବାକୁ ମିଳିଛି । ଉଭୟ ବିଜେପି ଏବଂ କଂଗ୍ରେସ ସବୁ ଆସନରେ ପ୍ରାର୍ଥୀ ଦେଇ ପାରି ନାହାନ୍ତି । ନୟାଗଡ଼ରେ ବିଜେପି ଗୋଟିଏ ୱାର୍ଡ଼ରେ ପ୍ରାର୍ଥୀ ଦେଇ ପାରିନଥିବା ବେଳେ କଂଗ୍ରେସ ୭ଟି ୱାର୍ଡ଼ରେ ପ୍ରାର୍ଥୀ ଦେଇ ପାରି ନାହିଁ । ଖଣ୍ଡପଡ଼ାରେ ବିଜେପି ସବୁ ଆସନରେ ପ୍ରାର୍ଥୀ ଏବଂ ଅଧ୍ୟକ୍ଷା ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ମାତ୍ର ୨ଟି ୱାର୍ଡ଼ କାଉନସିଲର ପାଇଁ ପ୍ରାର୍ଥୀ ଦେଇଛି । ଦଶପଲ୍ଲାରେ ବିଜେପି ସବୁ ୱାର୍ଡ଼ରେ ପ୍ରାର୍ଥୀ ଦେଇନଥିବା ବେଳେ କଂଗ୍ରେସ ଆଦୈା ପ୍ରାର୍ଥୀ ଦେଇନଥିବା ଜଣାଯାଇଛି । ନୟାଗଡ଼ ୫ ନମ୍ବର ୱାର୍ଡ଼ କାଉନସିଲର ପଦବୀ ପାଇଁ ବିଜେଡି ବ୍ୟତୀତ ଅନ୍ୟ କାହାର ପ୍ରାର୍ଥୀ ନରହିବା ବିରୋଧିଙ୍କ ପାରିବା ପଣିଆକୁ ପଦାରେ ପକାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!