Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତହସିଲଦାର ଓ ଅତିରିକ୍ତ ତହସିଲଦାର ଅଟକ

by ସଞ୍ଜୟ ସ୍ୱାଇଁ
December 17, 2019
in Nayagarh, State
ତହସିଲଦାର ଓ ଅତିରିକ୍ତ ତହସିଲଦାର ଅଟକ
30
VIEWS
Share on FacebookShare on Twitter

ରାସ୍ତାକୁ ନେଇ ଉତେଜନା

ନୟାଗଡ଼, (ବାଘୁଆବାର୍ତ୍ତା): ଖଣ୍ଡପଡା ବ୍ଳକ ଅଧିନ ମର୍ଦ୍ଦରାଜପୁର ନୂଆସାହି ବସ୍ତିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ନିର୍ମାଣକୁ କେନ୍ଦ୍ର କରି ପୁଣି ମଙ୍ଗଳବାର ଦିନ ଉତ୍ତେଜନା ଦେଖା ଦେଇଛି । ମଙ୍ଗଳବାର ସକାଳ ୮.୩୦ ମିନିଟ ସମୟରେ ଖଣ୍ଡପଡା ତହସିଲଦାର ହାତ ଗଣତି କେତେକ ପୋଲିସ କର୍ମଚାରୀଙ୍କ ସହ ଏକ ଜେସିବ ମେସିନ ନେଇ ନିର୍ମାଣଧିନ ଉକ୍ତ ରାସ୍ତା ନିକଟରେ ପହଁଚିଥିଲେ । ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଜେସିବ ମେସିନ ଯୋଗେ ରାସ୍ତା ଉପରୁ ମୋରମ ଉଠାଯାଉଥିବା ବେଳେ ଖବର ପାଇ ମର୍ଦ୍ଦରାଜପୁର ନୂଆସାହିର ଶତାଧିକ ଜନସାଧାରଣ ଉକ୍ତ ସ୍ଥାନରେ ପହଁଚି ରାସ୍ତା ଉପରୁ ମୋରମ ଓ ବାଲି ଉଠାଇବାକୁ ତୀବ୍ର ବିରୋଧ କରିବା ସହ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଅଟକ ରଖିଛନ୍ତି । ଖବର ପାଇ ଖଣ୍ଡପଡା ଥାନା ଆଇଆଇସି ବିମଳ କୁମାର ମଲ୍ଲିକ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନିଜିତ ରାଉତ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ । ଏନେଇ ଉପଜିଲ୍ଲାପାଳଙ୍କ କହିବା ମୁତାବତ, ଲୋକମାନେ ତାଙ୍କ ଜିଦରେ ଅଟଳ ରହିବାରୁ କୈାଣସି ନିର୍ଜ୍ଜାସ ବାହାରି ପାରି ନାହିଁ ।

 

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!