Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମିଳନୀ

by ସଞ୍ଜୟ ସ୍ୱାଇଁ
December 13, 2019
in Crime
ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମିଳନୀ
28
VIEWS
Share on FacebookShare on Twitter

ବାଘୁଆ ବାର୍ତ୍ତା : ରାଜ୍ୟ ସରକାର ମୋ ସରକାର ଯୋଜନାରେ ୫ ଟି କୁ ଅବମାନନା କରୁଥିବା କର୍ମଚାରୀ ମାନଙ୍କୁ ବାନ୍ଧୁଛନ୍ତି । ଦୁର୍ନୀତିରେ ସମୃକ୍ତି ଯାହା ବିରୂଧରେ ଆସିଲା ସେ ରାତାରାତି ବନ୍ଧା ହେଲେ । ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବନ୍ଧା ହୋଇଛନ୍ତି । ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଯନ୍ତୀଙ୍କ ସହିତ ସମୃକ୍ତି ନେଇ ଅଭିଯୋଗ ଆଣିଛି । ନିକଟରେ ଓଡଗାଁ ଠାରେ ଅନୁଷ୍ଠିତ ଆଦର୍ଶ ବିଦ୍ୟାଳୟର ଉଦ୍ଦଘାଟନୀ କାର୍ଯ୍ୟ କ୍ରମରେ କାର୍ଯ୍ୟ ନିର୍ବାହୀ ଜନ୍ତ୍ରୀ ଉକ୍ତ ସଭାରେ ଉପସ୍ଥିତ ରହିଥିଲେ ଏଥିରେ ନୟାଗଡ଼ ଜିଲ୍ଲାପାଳ ଡି.ଏଫ.ଓ. ଓ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଡ. ସାହୁ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସହିତ କଥା ହେଉଥିବା ବେଳର ଏକ ଫଟୋକୁ କଂଗ୍ରେସ ପକ୍ଷରୁ ଦେଖାଯାଇ ସ୍ଥାନୀୟ ବିଧାୟକଙ୍କୁ ଟଣା ଯାଇଛି । ଉକ୍ତ ଅଧିକାରୀଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗକୁ ୩ ଦିନ କାଳ ନାକେଦମ ହବାକୁ ପଡିଛି । ଘଟନା ଦିନ ଅଧିକାରୀ ଜଣଙ୍କ ନିଜ ଅଫିସର ଗେଟ ପାଖରେ ଧରା ପଡିଥିବା ବେଳେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ସମ୍ପୃକ୍ତ ଅଫିସର ଭୁବନେଶ୍ଵର ମନ୍ତ୍ରୀଙ୍କ ଘରକୁ ଟଙ୍କା ନେଇ ଯାଉଥିବା ବେଳେ ରାସ୍ତାରେ ଧରା ପଡିଛନ୍ତି । ଏହିପରି ଭାବରେ ନୟାଗଡ଼ରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଅଭିଯୋଗ କରିଛନ୍ତି । ସ୍ଥାନୀୟ କେସି କ୍ଲବ ଠାରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ, କମଳ ଚରଣ ସାହୁ, ଫକିର ମଲ୍ଲ, ହୁସେନ ଖାନ, ଉପସ୍ଥିତ ଥିଲେ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ୫ଟି ସଚିବଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କରାଯାଇଛି ।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!