Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାତ ଜନ୍ମ ପାଇଁ ସଙ୍ଗୀତଜ୍ଞ ଭାବେ ଜନ୍ମ ନେବାକୁ ଚାହିଁବି – ସୈାରଭ ନାୟକ

by ସଞ୍ଜୟ ସ୍ୱାଇଁ
December 8, 2019
in Entertainment, Nayagarh
ସାତ ଜନ୍ମ ପାଇଁ ସଙ୍ଗୀତଜ୍ଞ ଭାବେ ଜନ୍ମ ନେବାକୁ ଚାହିଁବି – ସୈାରଭ ନାୟକ
21
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ କ୍ଲବ ଦ୍ୱାରା ଆୟୋଜିତ ଭଏସ୍ ଅଫ୍ ନୟାଗଡ଼ ସିଜିନ-୨ରେ ବିଚାରପତି ତଥା ଅତିଥି ଭାବେ ଯୋଗ ଦେଇ ପ୍ରଖ୍ୟାତ କଂଣ୍ଠଶିଳ୍ପୀ ନିଜର ପୁରୁଣା ଅନୁଭୂତିକୁ ଶ୍ରୋତାଙ୍କ ସାମ୍ନାରେ ବଖାଣିବା ସହ ସଂଗୀତଜ୍ଞ ଭାବେ ଜନ୍ମ ନେବା ତାଙ୍କ ପାଇଁ ଆର୍ଶୀବାଦ ବୋଲି କହିଛନ୍ତି । ଏଥି ସହିତ ସାତ ଜନ୍ମପାଇଁ ସେ ସଂଗୀତଜ୍ଞ ଭାବେ ଜନ୍ମ ନେବାକୁ ଭଗବାନଙ୍କ ନିକଟରେ ପାର୍ଥନା କରିଛନ୍ତି । ସୈାରଭ ତାଙ୍କ ଶ୍ରୋତାମାନଙ୍କୁ ଲଭ୍ ଡଟ୍ କମ୍ର ଗୀତ ‘ସବୁ ପାପର ପ୍ରାୟଶ୍ଚିତ ଥାଏ’ ଗାଇ ଶୁଣାଇଛନ୍ତି । ହଜାର ହଜାର ଶ୍ରୋତା ସୈାରଭଙ୍କ କଂଣ୍ଠରୁ ଗୀତ ଶୁଣି ମତୁଆଲା ହେବା ସେ ନିଜ ଜୀବନର ଅନୂଭୂତି ପ୍ରକାଶ କରିଥିଲେ । ୧୯୮୬ ମସିହାରେ ସେ ନିଜ ଗାଁ ଛାଡ଼ି ଭୂବନେଶ୍ୱରକୁ ଶୂନ୍ୟ ହସ୍ତରେ ଆସି ସଂଗୀତ ସାଧନାକୁ ଆଗେଇଥିଲେ । ଏହା ସହିତ ଗୀତ ଓ ନାଚରେ ପଇସା ନଥିବା ବେଳେ ଜନସାଧାରଣଙ୍କ ଭଲପାଇବା ପାଇଁ ସୈାରଭ ପରିଚିତ ବୋଲି କହିଥିଲେ । ନିଜର ବୈବାହିକ ଜୀବନ ସଂମ୍ପର୍କରେ, ପ୍ରେମ କରିଥିଲି ବୋଲି ବାହା ହୋଇପାରିଛି, ନଚେତ ବାହା ହୋଇପାରିନଥାନ୍ତି ବୋଲି ସୈାରଭ ପ୍ରକାଶ କରିଥିଲେ ।

http://baghuabarta.com/backup/wp-content/uploads/2019/12/Sourab.mp4
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!