Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିଲୁ ମେମୋରିଆଲ କପର ଉଦଯାପନୀ ଉତ୍ସବ

by ସଞ୍ଜୟ ସ୍ୱାଇଁ
January 11, 2022
in Nayagarh, Sports
ଦିଲୁ ମେମୋରିଆଲ କପର ଉଦଯାପନୀ ଉତ୍ସବ
184
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ ସଦର ବ୍ଲକ୍ କଇଁଥଗାଡ଼ିଆ ଗ୍ରାମର ବାବା ବାଲୁଙ୍କେଶ୍ୱର ବ୍ୟାଟମିଣ୍ଟନ କ୍ଲବ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟର ବହୁତ ସ୍ଥାନରୁ ଖେଳାଳି ଅଂଶଗ୍ରହଣ କରିଥିଲେ । ପ୍ରଥମ ସେମିଫାଇନାଲ ଢେଙ୍କାନାଳ ଏବଂ କେଉଁଝର ମଧ୍ୟରେ ହୋଇଥିବା ବେଳେ କେଉଁଝର ଢେଙ୍କାନାଳ ଗୋଟିଏ ସେଟ ଜିତିଥିବା ବେଳେ ଦ୍ୱିତୀୟ ସେଟଟି କେଉଁଝର ଜିତିଥିଲା ଏବଂ ଲଗାତର ତୃତୀୟ ସେଟ ଟି ଜିତି ଫାଇନାଲ ରେ ପ୍ରବେଶ କରିଥିଲା ଏବଂ ଦ୍ୱିତୀୟ ସେମିଫାଇନାଲ ଟି ଅନୁଗୁଳ ଓ ବାଲେଶ୍ୱର ମଧ୍ୟରେ ହୋଇଥିବା ବେଳେ ଅନୁଗୁଳ ଦୁଇଟି ଯାକ ସେଟ ଜିତି ଫାଇନାଲ ରେ ପ୍ରବେଶ କରିଥିଲା, ଫାଇନାଲ ମ୍ୟାଚ୍ ଟି ଅନୁଗୁଳ ଏବଂ କେଉଁଝର ମଧ୍ୟରେ ହୋଇଥିବା ବେଳେ କେଉଁଝର ଦଳ ପ୍ରଥମ ସେଟ ଟି ଜିତିଥିଲେ ଏବଂ ଦ୍ୱିତୀୟ ସେଟ ଟି ଅନୁଗୁଳ ଦଳ ଜିତିଥିଲେ ଏବଂ ଲଗାତର ତୃତୀୟ ସେଟଟି ଜିତି ଦିଲୁ ମେମୋରିଆଲ୍ କପ୍ ର ବିଜେତା ହୋଇଥିଲେ । ଏ ଖେଳକୁ ପରିଚାଳନା କରିଥିଲେ ଅଜିତ ପ୍ରସାଦ ସାହୁ । ଆୟୋଜିତ ମ୍ୟାଚର ପ୍ରଥମ ଦିନରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ନୟାଗଡ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଏବଂ ନୟାଗଡ ଜିଲ୍ଲା ର ବହୁ ବିଶିଷ୍ଟ ବ୍ୟକ୍ତି ଆସିଥିବା ବେଳେ ଦ୍ୱିତୀୟ ଦିନରେ ନୟାଗଡ ସଦର ଥାନା ଅଧିକାରୀ ଦୀପକ୍ କୁମାର ଖଣ୍ଡାୟତରାୟ, ଗୋପୀନାଥ ସ୍ୱାଇଁ, ସତ୍ୟବାନ ନାୟକ, କିଶୋର ସ୍ୱାଇଁ, ଗୋପବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ପୁରସ୍କାର ସହ ଅର୍ଥରାଶି ପ୍ରଦାନ କରିଥିଲେ । ହୃଷିକେଶ ପାତ୍ର ଖେଳର ଦାୟିତ୍ଵ ନେଇଥିବା ବେଳେ ବିବିସି କ୍ଲବର ସଭାପତି ରାଜେଶ ବରାଡ଼ ଏବଂ କ୍ୟାସିଅର ପ୍ରଫୁଲ୍ଲ କୁମାର ସ୍ୱାଇଁ ଓ ବିବିସି କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!