ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶନୁସାରେ, ପୈାର ନିର୍ବାଚନ ପାଇଁ ଆଜି ସଂଶୋଧିତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ନୟାଗଡ଼ ପୈାର ପରିଷଦ, ରଣପୁର, ଖଣ୍ଡପଡ଼ା ଓ ଦଶପଲ୍ଲା ଏନଏସି ସଂଶୋଧିତ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ ୫୦ ପ୍ରତିଶତ ମହିଳା ସଂରକ୍ଷଣକୁ ପ୍ରାଧ୍ୟାନ୍ୟ ଦିଆଯାଇଛି । ସଂରକ୍ଷଣ ନେଇ ଯଦି କାହାର କିଛି ଆପତ୍ତି ଅଭିଯୋଗ ରହିଛି, ତେବେ ଆସନ୍ତା ୧୨ ତାରିଖ ମଧ୍ୟରେ ଅଭିଯୋଗ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ନୟାଗଡ଼ ପୈାରପରିଷଦ ସଂରକ୍ଷଣ
ୱାର୍ଡ଼ ନଂ-୧ ଅନୁସୂଚିତ ଜନଜାତି ମହିଳା
ୱାର୍ଡ଼ ନଂ-୨ ଅଣସଂରକ୍ଷିତ
ୱାର୍ଡ଼ ନଂ-୩ ମହିଳା
ୱାର୍ଡ଼ ନଂ-୪ ଅନୁସୂଚିତ ଜାତି ମହିଳା
ୱାର୍ଡ଼ ନଂ-୫ ଅଣସଂରକ୍ଷିତ
ୱାର୍ଡ଼ ନଂ-୬ ଅଣସଂରକ୍ଷିତ
ୱାର୍ଡ଼ ନଂ-୭ ଅଣସଂରକ୍ଷିତ
ୱାର୍ଡ଼ ନଂ-୮ ଅଣସଂରକ୍ଷିତ
ୱାର୍ଡ଼ ନଂ-୯ ମହିଳା
ୱାର୍ଡ଼ ନଂ-୧୦ ଅଣସଂରକ୍ଷିତ
ୱାର୍ଡ଼ ନଂ-୧୧ ଅଣସଂରକ୍ଷିତ
ୱାର୍ଡ଼ ନଂ-୧୨ ମହିଳା
ୱାର୍ଡ଼ ନଂ-୧୩ ମହିଳା
ୱାର୍ଡ଼ ନଂ-୧୪ ମହିଳା
ୱାର୍ଡ଼ ନଂ-୧୫ ଅଣସଂରକ୍ଷିତ
ୱାର୍ଡ଼ ନଂ-୧୬ ମହିଳା
ଖଣ୍ଡପଡ଼ା ଏନଏସି ସଂରକ୍ଷଣ
ୱାର୍ଡ଼ ନଂ-୧ ଅଣସଂରକ୍ଷିତ
ୱାର୍ଡ଼ ନଂ-୨ ଅନୁସୂଚିତ ଜାତି ମହିଳା
ୱାର୍ଡ଼ ନଂ-୩ ମହିଳା
ୱାର୍ଡ଼ ନଂ-୪ ଅନୁସୂଚିତ ଜାତି
ୱାର୍ଡ଼ ନଂ-୫ ଅଣସଂରକ୍ଷିତ
ୱାର୍ଡ଼ ନଂ-୬ ମହିଳା
ୱାର୍ଡ଼ ନଂ-୭ ଅଣସଂରକ୍ଷିତ
ୱାର୍ଡ଼ ନଂ-୮ ଅଣସଂରକ୍ଷିତ
ୱାର୍ଡ଼ ନଂ-୯ ମହିଳା
ୱାର୍ଡ଼ ନଂ-୧୦ ଅଣସଂରକ୍ଷିତ
ୱାର୍ଡ଼ ନଂ-୧୧ ମହିଳା
ୱାର୍ଡ଼ ନଂ-୧୨ ଅନୁସୂଚିତ ଜନଜାତି ମହିଳା
ୱାର୍ଡ଼ ନଂ-୧୩ ମହିଳା
ଦଶପଲ୍ଲା ଏନ୍ଏସି ସଂରକ୍ଷଣ
ୱାର୍ଡ଼ ନଂ-୧ ଅଣସଂରକ୍ଷିତ
ୱାର୍ଡ଼ ନଂ-୨ ଅନୁସୂଚିତ ଜାତି ମହିଳା
ୱାର୍ଡ଼ ନଂ-୩ ମହିଳା
ୱାର୍ଡ଼ ନଂ-୪ ମହିଳା
ୱାର୍ଡ଼ ନଂ-୫ ଅନୁସୂଚିତ ଜାତି ମହିଳା
ୱାର୍ଡ଼ ନଂ-୬ ଅଣସଂରକ୍ଷିତ
ୱାର୍ଡ଼ ନଂ-୭ ମହିଳା
ୱାର୍ଡ଼ ନଂ-୮ ଅନୁସୂଚିତ ଜନଜାତି ମହିଳା
ୱାର୍ଡ଼ ନଂ-୯ ଅଣସଂରକ୍ଷିତ
ୱାର୍ଡ଼ ନଂ-୧୦ ମହିଳା
ୱାର୍ଡ଼ ନଂ-୧୧ ଅଣସଂରକ୍ଷିତ
ୱାର୍ଡ଼ ନଂ-୧୨ ମହିଳା
ୱାର୍ଡ଼ ନଂ-୧୩ ଅନୁସୂଚିତ ଜାତି
ୱାର୍ଡ଼ ନଂ-୧୪ ଅଣସଂରକ୍ଷିତ
ୱାର୍ଡ଼ ନଂ-୧୫ ଅଣସଂରକ୍ଷିତ
ୱାର୍ଡ଼ ନଂ-୧୬ ଅଣସଂରକ୍ଷିତ
ରଣପୁର ଏନ୍ଏସି ସଂରକ୍ଷଣ
ୱାର୍ଡ଼ ନଂ-୧ ମହିଳା
ୱାର୍ଡ଼ ନଂ-୨ ଅନୁସୂଚିତ ଜାତି ମହିଳା
ୱାର୍ଡ଼ ନଂ-୩ ଅଣସଂରକ୍ଷିତ
ୱାର୍ଡ଼ ନଂ-୪ ଅଣସଂରକ୍ଷିତ
ୱାର୍ଡ଼ ନଂ-୫ ଅଣସଂରକ୍ଷିତ
ୱାର୍ଡ଼ ନଂ-୬ ମହିଳା
ୱାର୍ଡ଼ ନଂ-୭ ମହିଳା
ୱାର୍ଡ଼ ନଂ-୮ ଅଣସଂରକ୍ଷିତ
ୱାର୍ଡ଼ ନଂ-୯ ମହିଳା
ୱାର୍ଡ଼ ନଂ-୧୦ ଅନୁସୂଚିତ ଜନଜାତି ମହିଳା
ୱାର୍ଡ଼ ନଂ-୧୧ ଅଣସଂରକ୍ଷିତ
ୱାର୍ଡ଼ ନଂ-୧୨ ଅନୁସୂଚିତ ଜାତି
ୱାର୍ଡ଼ ନଂ-୧୩ ମହିଳା
ୱାର୍ଡ଼ ନଂ-୧୪ ମହିଳା
ୱାର୍ଡ଼ ନଂ-୧୫ ଅଣସଂରକ୍ଷିତ






