Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪୫ ବୋତଲ ଫରେନ୍ ଲିକର ସହ ବାଇକ୍ ଜବତ: ଜଣେ ଗିରଫ୍

by ସଞ୍ଜୟ ସ୍ୱାଇଁ
December 8, 2021
in Breaking, Nayagarh
କୁକୁର ଝୁଣୁଥିଲା ନବଜାତ ଶିଶୁର ଶବ
394
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ପୁଲିସ୍ ଜଣେ ଚୋରା ମଦ ବ୍ୟବସାୟୀ ଠାରୁ ଫରେନ୍ ଲିକର ସହ ବାଇକ୍ ଜବତ କରିବା ସହ ଚୋରା ବ୍ୟବସାୟୀକୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ଚୋରା ମଦ ବ୍ୟବସାୟୀ ଜଣଙ୍କ ହେଲେ ସାନହାମରା ଗ୍ରାମର ସୋମନାଥ ବେହେରା । ସୂଚନାନୁସାରେ, ନୟାଗଡ଼ ସଦରଥାନା ପୁଲିସ୍ ପାଟ୍ରୋଲିଂ କରୁଥିବା ସମୟରେ ସନ୍ଦେହରେ ବାଲୁଗାଁ ନିକଟସ୍ଥ ଜୟମଙ୍ଗଳ ପ୍ରସାଦ ଛକ ଠାରେ ଗାଡ଼ି ଯାଞ୍ଚଞ୍ଚ କରୁଥିଲା । ସେହି ସମୟରେ ସାନହାମରା ଗ୍ରାମର ସୋମନାଥ ମଟରସାଇକେଲ ନଂ(ଓଡି୨୫କେ ୯୮୬୦)ରେ ଚୋରା ମଦ ନେଇ ଯାଉଥିବା ଯାଞ୍ଚରୁ ଜଣାପଡିଥିଲା । ଘଟଣାସ୍ଥଳରୁ ଗାଡ଼ି, ୪୫ବୋତଲ ଫରେନ୍ ଲିକର ଜବତ କରିବା ସହ ଥାନାକୁ ଆଣି ଥାନାରେ କେସ୍ ନଂ-୧୮୬/୨୦୨୧ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି ବୋଲି ସଦରଥାନା ଅଧିକାରୀ ଦୀପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!