ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ନିୟନ୍ତ୍ରିତ ବଜାରକମିଟି କାର୍ଯ୍ୟାଳୟଠାରେ ନଭେମ୍ବର ୨୯ ତାରିଖରେ ଆନୁଷ୍ଠାନିକ ଭାବେ ଧାନମଣ୍ଡି ଉଦ୍ଘାଟିତ ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡ଼ିଛି । ଏହି ଜିଲ୍ଲା ସ୍ତରୀୟ ଧାନମଣ୍ଡି ଚାଷୀମାନେ ଚାଷୀମାନେ ଧାନ ପ୍ରଦାନ କରିବା ସହିତ ନିଜର ପ୍ରାପ୍ୟ ପାଂ ପାରିବେ । ଏହାପରେ ବିଭିନ୍ନ ସୋସାଇଟ ମାଧ୍ୟମରେ ଗ୍ରାମାଂଚଳରେ ଧାନ ମଣ୍ଡି ଖୋଲାଯିବ । ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ଧାନମଣ୍ଡିକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।






