ଭୁବନେଶ୍ୱର, (ବାଘୁଆବାର୍ତ୍ତା): ହକି ବିଶ୍ୱକପ୍ ଫାଇନଲାରେ ପ୍ରଥମେ ପ୍ରବେଶ କରିଛି ଆର୍ଜେଣ୍ଟିନା ଦଳ । ଆର୍ଜେଣ୍ଟିନା ଫ୍ରାନ୍ସକୁ ହରାଇ ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଛି । କଳିଙ୍ଗ ଷ୍ଟାଡିୟମରେ ଜାରି ରହିଥିବା ଜୁନିୟର ହକି ମହାକୁମ୍ଭ ସେମିଫାଇନାଲରେ ଦମଦାର ବିଜୟ ହାସଲ କରିଛି ଆର୍ଜେଣ୍ଟିନା । ଫ୍ରାନ୍ସକୁ ୩-୧ ଗୋଲରେ ହରାଇ ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ସୁଟ୍ ଆଉଟ ଜରିଆରେ ରୋମାଞ୍ଚକର ବିଜୟ ହାସଲ କରିଛି ଆର୍ଜେଣ୍ଟିନା ଦଳ ।






