Friday, July 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହ ନାଁ ଶୁଣିଲେ ଡେଉଁଥିଲେ କାଜଲ, କ’ଣ ହେଲା ଯେ ବିବାହ କରିବାକୁ ରାଜି ହେଲେ

by ସଞ୍ଜୟ ସ୍ୱାଇଁ
December 3, 2021
in Lifestyle, NATIONAL NEWS
ବିବାହ ନାଁ ଶୁଣିଲେ ଡେଉଁଥିଲେ କାଜଲ, କ’ଣ ହେଲା ଯେ ବିବାହ କରିବାକୁ ରାଜି ହେଲେ
270
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ବିବାହ ନାଁ ଶୁଣିଲେ ଡେଉଁଥିଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କାଜଲ । କାହାକୁ ଦେଖା ହେଲା ପରେ ସେ ବିବାହ କରିବାକୁ ରାଜି ହେଲେ । ଏଭଳି ଖୁଲସା ଖୋଲିଛନ୍ତି ଅଭିନେତ୍ରୀ କାଜଲ । ବଲିଉଡର ବହୁ ଲୋକପ୍ରିୟ ଜଣାଶୁଣା ଦମ୍ପତ୍ତି କାଜୋଲ ଓ ଅଜୟ ଦେବଗନ୍। ସେ ନିଜ ଅଭିନୟ ବଳରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ୯୦ ଦଶକରେ ବଲିଉଡରରେ ଦୁହିଁଙ୍କର ବେଶ୍‌ ଦବ୍‌ଦବା ରହିଥିଲା। କଜୋଲ ଥିଲେ ବ-ଟାଉନର ଆଗ ଧାଡିର ନାୟିକା ଥିଲେ । ନିକଟରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖୁଲାସ କରିଛନ୍ତି । ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି । ସେ କହିଥିଲେ କି ଅଜୟଙ୍କୁ ବିବାହ କରିବାକୁ ଚାହୁଁନଥିଲେ । ବଲିଉଡର ଅଭିନେତ୍ରୀ କାଜୋଲ ବିବାହ ନାଁ ଶୁଣିଲେ ଚିଡି ଯାଉଥିଲେ। ବିବାହ ଏବଂ ସେ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ସେ ବିବାହକୁ ଶକ୍ତ ବିରୋଧ କରୁଥିଲେ। ଅଜୟଙ୍କୁ ଭେଟିବା ପରେ ତାଙ୍କର ଏହି ଚିନ୍ତିା ଧାରା ବଦଳି ଯାଇଥିଲା ବୋଲି ନିକଟରେ ଏକ ସାକ୍ଷାତକାର୍‌ରେ ନିଜେ କାଜୋଲ କହିଛନ୍ତି। ସେ କହିଛନ୍ତି, ଅଜୟଙ୍କ ପର୍ସନାଲିଟି ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ତାଙ୍କ ଚିନ୍ତାଧାରା ଓ ତାଙ୍କ ସ୍ଥିରତା କାଜୋଲଙ୍କୁ ବଦଳିବା ପାଇଁ ବାଧ୍ୟ କରିଦେଇଥିଲା। ଏକ ଚାଟ୍ ଶୋ’ରେ ଟ୍ୱିଙ୍କଲ୍ ଖାନ୍ନାଙ୍କ ସହ କଥାବାର୍ତ୍ତା ବେଳେ କାଜୋଲ କହିଥିଲେ ଯେ ‘ସେ ଜଣେ ଏଭଳି ମଣିଷ ଥିଲେ ଯିଏ କି କେବେ ବିବାହ କରିବାକୁ ଚାହୁଁନଥିଲେ। ଅଜୟଙ୍କୁ ଭେଟିବା ପରେ ତାଙ୍କ ଚିନ୍ତାଧାରାରେ ସ୍ଥିରତା ଆସିଥିଲା। ତାଙ୍କୁ ଖୁବଶୀଘ୍ର ଜଣେ ସଠିକ୍‌ ବ୍ୟକ୍ତି ମିଳିଯାଇଥିଲେ ବୋଲି ସେ କହିଛନ୍ତି। କାଜୋଲ ଏବଂ ଅଜୟ ପ୍ରଥମ ଥର ପାଇଁ ୧୯୯୫ରେ ଆସିଥିବା ଫିଲ୍ମ ‘ହଲଚଲ’ର ଶୁଟିଂ ସେଟ୍‌ରେ ଭେଟିଥିଲେ। ପ୍ରଥମ ଦେଖାରେ ଦୁହିଁଙ୍କ ମଧ୍ୟରେ ସେତେଟା ଭଲ ସମ୍ପର୍କ ନଥିଲା। କିନ୍ତୁ ପରେ ଦୁହେଁ ପରସ୍ପରକୁ ଡେଟିଂ କରିଥିଲେ। ଏହାପରେ ଦୁହେଁ ୧୯୯୯ରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହର ଚାରି ବର୍ଷ ପରେ କାଜୋଲ ଏକ ଝିଅକୁ ଜନ୍ମ ଦେଇଥିଲେ । ପରେ ୨୦୧୦ରେ ପୁଅକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଦୁହେଁ ଖୁସିର ଜୀବନ ଅତିବାହିତ କରୁଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!