Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାଦରେ ଫସିଲେ ଅଲରାଉଣ୍ଡର ହାର୍ଦ୍ଦିକ

by ସଞ୍ଜୟ ସ୍ୱାଇଁ
November 16, 2021
in Sports, State
ବିବାଦରେ ଫସିଲେ ଅଲରାଉଣ୍ଡର ହାର୍ଦ୍ଦିକ
224
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତର ଅଲରାଉଣ୍ଡର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବଡ଼ ବିବାଦରେ ଫସିଥିବା ଜଣାପଡିଛି । ଗୋଟିଏ ପରେ ଗୋଟିଏ ବିବାଦ ପରିସର ଭୁକ୍ତ ହେଉଛନ୍ତି ଅଲରାଉଣ୍ଡର ପାଣ୍ଡ୍ୟା । ପ୍ରଥମେ ଟି-୨୦ ବିଶ୍ୱକପରେ ତାଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଓ ପରେ ରେହନୁମା ଭାଟ୍ଟି ନାମକ ମହିଳା ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଲେ। ଆଉ ଏବେ ତାଙ୍କୁ ୫ କୋଟି ଟଙ୍କାର ଘାଟା ସହିବାକୁ ପଡ଼ିଛି। ହାର୍ଦ୍ଦିକଙ୍କର ୨ଟି ଘଣ୍ଟାକୁ କଷ୍ଟମ ବିଭାଗ ଜବତ କରିନେଇଛି। ଏହି ଦୁଇଟି ଘଣ୍ଟାର ଦାମ ହେଉଛି ୫ କୋଟି ଟଙ୍କା। କଷ୍ଟମ ବିଭାଗ କହିଛି ଯେ ହାର୍ଦ୍ଦିକଙ୍କର ପାଖରେ ଏହି ଘଣ୍ଟାରେ କୌଣସି ବିଲ୍ ନଥିଲା କିମ୍ବା ଏହି ଦୁଇଟି ଘଣ୍ଟାକୁ ନିଜ ସାମଗ୍ରୀ ସହ ଘୋଷଣା କରିନଥିଲେ। ହାର୍ଦ୍ଦିକ ରବିବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରୁଥିଲେ। କିନ୍ତୁ ତାଙ୍କୁ ଏୟାରପୋର୍ଟରେ କଷ୍ଟମ ବିଭାଗ ଅଟକାଇ ଦେଇଥିଲା ଏବଂସ ତାଙ୍କ ଠାରୁ ୨ଟି ଘଣ୍ଟାକୁ ଜବତ କରିଥିଲା। ହାର୍ଦ୍ଦିକଙ୍କର ୨ଟି ଘଣ୍ଟାକୁ କଷ୍ଟମ ବିଭାଗ ଜବତ କରିନେଇଛି। ଏହି ଦୁଇଟି ଘଣ୍ଟାର ଦାମ ହେଉଛି ୫ କୋଟି ଟଙ୍କା। କଷ୍ଟମ ବିଭାଗ କହିଛି ଯେ ହାର୍ଦ୍ଦିକଙ୍କର ପାଖରେ ଏହି ଘଣ୍ଟାରେ କୌଣସି ବିଲ୍ ନଥିଲା କିମ୍ବା ଏହି ଦୁଇଟି ଘଣ୍ଟାକୁ ନିଜ ସାମଗ୍ରୀ ସହ ଘୋଷଣା କରିନଥିଲେ। ହାର୍ଦ୍ଦିକ ରବିବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରୁଥିଲେ। କିନ୍ତୁ ତାଙ୍କୁ ଏୟାରପୋର୍ଟରେ କଷ୍ଟମ ବିଭାଗ ଅଟକାଇ ଦେଇଥିଲା ଏବଂସ ତାଙ୍କ ଠାରୁ ୨ଟି ଘଣ୍ଟାକୁ ଜବତ କରିଥିଲା।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!