Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିସେମ୍ବର ୨ରୁ ନୟାଗଡ଼ ସର୍ବ ଭାରତୀୟ ଫୁଟବଲ

by ସଞ୍ଜୟ ସ୍ୱାଇଁ
November 18, 2019
in Nayagarh, Sports, State
35
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଆଥ୍ଲେଟିକ୍ ଆସୋସିଏସନ୍ ଏବଂ ସିନ୍ଦୁରିଆ ୭୮୬ ଆନୁକୂଲ୍ୟରେ ସର୍ବଭାରତୀୟ ନୟାଗଡ଼ ଫୁଟବଲ ଟୁନାମେଣ୍ଟ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ନଭେମ୍ବର ୩୦ ତାରିଖରେ ବିଧାୟକ ଏକାଦଶ ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା ଏବଂ ରଣପୁର ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ । ଡିସେମ୍ବର ୧ରେ ମହିଳା ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହେବ । ଏଥିସହିତ କଟକର ଓଡ଼ିଶା ପୁଲିସ ବନାମ୍ ବିଜୁ ପଟ୍ଟନାୟକ ଫୁଟବଲ୍ ଏକାଡେମୀ ମଧ୍ୟରେ ଖେଳ ହେବ । ଡିସେମ୍ବର ୨ ତାରିଖରେ ସ୍ପୋର୍ଟ ହଷ୍ଟେଲ କଟକ ବନାମ୍ ଚାନ୍ଦୀନ କ୍ଲବ କୋଲକାତା, ଡିସେମ୍ବର ୩ରେ ସାଇଟ୍ ସ୍ପୋର୍ଟ ବଲାଙ୍ଗୀରୀ ବନାମ୍ ଟାଟା ଫୁଟବଲ୍ ଏକାଡେମୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଏହି ଖେଳର ବିଜୟୀ ଦଳକୁ ନେଇ ଡିସେମ୍ବର ୪ ତାରିଖରେ ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେବ । ଡିସେମ୍ବର ୫ ତାରିଖରେ ସାଇ ହଷ୍ଟେଲ କଟକ ବନାମ୍ ରେଲ୍ୱେ ଏଫ୍ସି କୋଲକତା, ୬ ତାରିଖରେ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ବନାମ୍ ସଂଘର୍ଷ ସ୍ପୋଟିଂ ବାରାକୋଟ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ବିଜୟୀ ଦଳଙ୍କ ମଧ୍ୟରେ ୭ ତାରିଖରେ ଦ୍ୱିତୀୟ ସେମିଫାଇନାଲ୍ ଅନୁଷ୍ଠିତ ହେବ । ଏହି ଦୁଇ ସେମିଫାଇନାଲ୍ ମ୍ୟାଚର ବିଜୟୀ ଦଳକୁ ନେଇ ଡିସେମ୍ବର ୮ ତାରିଖରେ ଫାଇନାଲ୍ ମ୍ୟାଚ ଖେଳାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!