Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଲକାନଗିରିର ଅପହଞ୍ଚ ଅଞ୍ଚଳରେ ଦିଆଗଲା କରୋନା ଟିକା

by ସଞ୍ଜୟ ସ୍ୱାଇଁ
November 7, 2021
in Health, State
ମାଲକାନଗିରିର ଅପହଞ୍ଚ ଅଞ୍ଚଳରେ ଦିଆଗଲା କରୋନା ଟିକା
43
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ମାଓ ଉପଦ୍ରୁତ ମାଲକାନଗିରିର ଅପହଞ୍ଚ ଅଞ୍ଚଳରେ ଦିଆଗଲା କରୋନା ଟିକା । ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ଶିବିର କରି ଦିଆଯାଇଛି ମାଗଣା ଔଷଧ । ଏହାସହ ଶହେ ଜଣଙ୍କୁ ଦିଆଯାଇଛି କରୋନା ଟିକା । ତୁଳସୀ ପାହାଡ଼ରେ ୨୦ ଜଣିଆ ଡାକ୍ତରୀ ଦଳ ସ୍ବାସ୍ଥ୍ୟସେବା ଯୋଗାଇ ଫେରିଛନ୍ତି । ତୁଳସୀ ପାହାଡ଼ରେ ମାଓବାଦୀଙ୍କ ପାଇଁ ଲୋକଙ୍କ ମନରେ ଭୟ ରହୁଥାଏ । କିନ୍ତୁ ଏସବୁ ଭିତରେ ସ୍ବାସ୍ଥ୍ୟସେବା ଯୋଗାଇଛି ଡାକ୍ତରୀ ଟିମ୍ । ୧୨ କିଲୋମିଟର ପାହାଡ଼ ଚଢ଼ି ତୁଳସୀ ପାହାଡ଼ରେ କ୍ୟାମ୍ପ କରି ସେଠାରେ ରହୁଥିବା ଲୋକଙ୍କ ଚିକିତ୍ସା କରିଛନ୍ତି ଡାକ୍ତରୀ ଟିମ୍ । ମାଥିଲି ସବ୍‌ଡିଭିଜନ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଏହି ଟିମ୍ ତୁଳସୀ ପାହାଡ଼ରେ ପହଞ୍ଚିଥିଲା । ପ୍ରାୟ ୨୦୦ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟା ଯାଇଥିଲା । ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜର ଏହି ସ୍ବାସ୍ଥ୍ୟ ଶିବିରରେ ସାମିଲ ହୋଇଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!