ନୟାଗଡ଼, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର । ଭୁବନେଶ୍ୱର କଳିଙ୍ଗ ନଗରରେ ଘଟିଛି ବଡ଼ ଅଘଟଣ । କଳିନ ନଗରରେ ଘଟିଛି ଡବଲ ମର୍ଡର । ଘର ଭିତରେ ପଡି ରହିଛି ମାଆ ପୁଅଙ୍କ ମୃତ ଦେହ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।