Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ରାଜ୍ୟ ସ୍କେଟିଂ ପ୍ରତିଯୋଗିତାରେ ଚମକିଲେ ପୁରୀ ଜିଲ୍ଲା ପ୍ରତିଯୋଗୀ, ୧୩ଟି ମେଡାଲ ସହ ତାଲିକାର ଟପରେ ଅଛନ୍ତି

by ସଞ୍ଜୟ ସ୍ୱାଇଁ
November 1, 2021
in Sports, State
ଓଡ଼ିଶା ରାଜ୍ୟ ସ୍କେଟିଂ ପ୍ରତିଯୋଗିତାରେ ଚମକିଲେ ପୁରୀ ଜିଲ୍ଲା ପ୍ରତିଯୋଗୀ, ୧୩ଟି ମେଡାଲ ସହ ତାଲିକାର ଟପରେ ଅଛନ୍ତି
30
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଓଡ଼ିଶା ରାଜ୍ୟ ସ୍କେଟିଂ ପ୍ରତିଯୋଗିତାରେ ଚମକିଲେ ପୁରୀ ଜିଲ୍ଲା ପ୍ରତିଯୋଗୀ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଅନୁଷ୍ଠିତ ହୋଇଯାଇଥିବା ଦ୍ବିତୀୟ ଓଡିଶା ରାଜ୍ୟ ସ୍କେଟିଂ ପ୍ରତିଯୋଗିତା ୨୦୨୧-୨୨ରେ, ପୁରୀ ଜିଲ୍ଲାର ପ୍ରତିଯୋଗୀମାନେ ୧୩ଟି ମେଡାଲ ସହ ତାଲିକାର ଟପରେ ଅଛନ୍ତି । ଭିନ୍ନ ଭିନ୍ନ କାଟାଗୋରୀରେ ବିଜୟୀ ହୋଇଥିବା ପ୍ରତିଯୋଗୀମାନେ ହେଲେ ଡି ବିଶ୍ବନାଥ, ସିକିଟି ଜଗା, ଜି. ଜଗଦିଶ, ଚିନୁ, ଡି ସୁରେନ୍ଦ୍ର ଏବଂ ପି ରାଜା ରାଓ । କୋଚ୍ ଏନ. ସିନୁ ରାଓଙ୍କ କହିବା ଅନୁସାରେ, ଜିଲ୍ଲାର ଖେଳାଳିମାନଙ୍କୁ ଅଧିକ ପ୍ରୋତ୍ସାହନ ମିଳିଲେ ସେମାନେ ଆହୁରି ଉଚ୍ଚକୋଟୀର ପ୍ରଦର୍ଶନ କରିବେ । ଏଥିଲାଗି ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସ୍କେଟିଂ ଟିମର ସମ୍ପାଦକ ରାହୁଲ କୁମାର ଝା ଏବଂ କୋଷାଧ୍ୟକ୍ଷ ଅଭୟ କୁମାର ମହାନ୍ତି ସମସ୍ତ ପ୍ରତିଯୋଗୀମାନଙ୍କୁ ସୁଭାଶିଷ ଜଣାଇଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!