Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଶପଲ୍ଲା : ୩ ଲୁଟେରା ଗିରଫ

by ସଞ୍ଜୟ ସ୍ୱାଇଁ
November 9, 2019
in Breaking, Crime, State
26
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଦଶପଲ୍ଲା ଥାନା ଅଂଚଳରେ ଦୀର୍ଘଦିନ ଧରି ବିଭିନ୍ନ ଚୋରୀରେ ସଂପୃକ୍ତ ୩ଜଣ ଲୁଟେରାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର ସହିତ ବିଭିନ୍ନ ଘରୋଇ ସାମଗ୍ରୀ ଓ ୨ଟି ବାଇକ୍କୁ ପୁଲିସ ଜବତ କରିଛି । ଦଶପଲ୍ଲା ପୋଲିସ ଗିରଫ ଅପରାଧୀମାନଙ୍କ ଠାରୁ ଉଦ୍ଧାର ସାମଗ୍ରୀ ଓ କେଉଁ ଅପରାଧରେ ଏମାନେ ଜଡିତ ସେ ସମ୍ପର୍କରେ ଦଶପଲ୍ଲା ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦଶପଲ୍ଲା-କଳାସାଖମଣ ରାସ୍ତାରେ ଚଡେୟାପଲ୍ଲୀ ଗ୍ରାମ ପ ।ୟତ ବାମ୍ ଗାଁର ଶିକ୍ଷକ କୁଶ ମହାଖୁଡ ଜୁନ୍ ୫ ସନ୍ଧ୍ୟାରେ ଗାଁକୁ ଫେରୁଥିବା ବେଳେ ପୋଖରୀଗୋଚ୍ଛା ନିକଟସ୍ଥ ଜଙ୍ଗଲ ରାସ୍ତାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇ ନୂଆ ସ୍ପେଣ୍ଡର ଓଡି୨୫ଜି-୯୪୭୯ ବାଇକ୍ ଓ ନଗଦ ୧୧ ହଜାର ଟଙ୍କା, ଏଟିଏମ୍ କାର୍ଡ ୨ଟି ମୋବାଇଲ ଲୁଟି ନେବାରେ ସଫଳ ହୋଇଥିଲେ । ପୋଲିସ ଏହି ଅପରାଧରେ ଜଡିତ ସ୍ଥାନୀୟ ସହର ମୋଚି ସାହିର ବାବୁରାମ ଦୋରା (୩୦)କୁ ଭୁବନେଶ୍ୱରରୁ ଗିରଫ କରିଥିବା ବେଳେ, ହରିହାବାଡିର ପପୁ ଆଲିଆସ୍ ସୁଦିପ୍ତ ସାଥୁଆ (୨୩) ତାମିଲନାଡୁର କୁଲୁର୍ ଏବଂ ନାହାକପଡ଼ା କାଳିଆ ବେହେରା (୨୫)କୁ ହରିଓଁ ପାହାଡରୁ ଗିରଫ କରିଛି । ଗତ ୨୮.୯.୨୦୧୯ରିଖରେ ଦଶପଲ୍ଲା ବ୍ଲକ୍ କଲୋନୀରେ ରହୁଥିବା ଏପିଓ ଇତିଶ୍ରୀ ଦାଶଙ୍କ ଘରୁ ଚୋରି ଯାଇଥିବା ସୁନା ଅଳଙ୍କାର, ରୂପା ଅଳଙ୍କାର, ଲାପ୍ଟପ୍, ଏଲଇଡି ଟିଭିକୁ ମଧ୍ୟ ଏମାନଙ୍କ ଠାରୁ ଜବତ କରାଯାଇଛି । ଏହି ଅଳଙ୍କାର ଓ ଅନ୍ୟାନ୍ୟ ଚୋରୀ ସାମଗ୍ରୀ ରଖିବା ଅପରାଧରେ ସାତପାଟଣାର ଅଳଙ୍କାର ଦୋକାନୀ ଅନିଲ୍ ଚିନରା(ମୁନା)କୁ ମଧ୍ୟ ପୋଲି ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!