Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ : ଆବାସ ଯୋଜନା ବୁଲିଲା ସଚେତନତା ରଥ

by ସଞ୍ଜୟ ସ୍ୱାଇଁ
November 7, 2019
in Breaking, Politics, State
31
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ୍ର ସମସ୍ତ ଗ୍ରାମ ଓ ପ ।ୟତ ଗୁଡିକରେ ସଚେତନତା ରଥ ଭ୍ରମଣ କରୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ନିମନ୍ତେ ଏହି ସଚେତନତା ରଥ ପ୍ରଚାର କରୁଛି । ଜନସାଧାରଣ ଯେପରି ସଠିକ୍ ସମୟରେ କାର୍ଯ୍ୟ କରିବା ଏବଂ ସରକାରୀ ଯୋଜନାର ଲାଭବାନ୍ ହେବା ସେହି ଉପଲକ୍ଷେ ଏହି ସଚେତନତା ରଥ ପ୍ରଚାର ପ୍ରସାର କରୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାର ସହାୟତା ରାଶି ୧ଲକ୍ଷ ୩୦ ହଜାର ଟଙ୍କା ଥିବା ବେଳେ ଗୃହ ନିର୍ମାଣରେ ନିଯୁକ୍ତି ଶ୍ରମିକ ୯୫ଦିନର ପାରିଶ୍ରମିକ ହିସାବରେ ୧୭୮୬୦ ଟଙ୍କା ପାଇବେ । ଉକ୍ତ ଯୋଜନାରେ ଶୌଚାଳୟ ନିର୍ମାଣ ବାବଦକୁ ୧୨ହଜାର ଟଙ୍କା ଦିଆଯିବ । ସେହିପରି ଭାବେ ଯେଉଁ ହିତାଧିକାରୀ ୪ମାସ ମଧ୍ୟରେ ସମ୍ପୂର୍ଣ୍ଣ ଘର ସହିତ ପାଇଖାନା ନିର୍ମାଣ କରିବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଅଧିକ ୨୦ହଜାର ଟଙ୍କା ଦିଆଯିବ ଏବଂ ୬ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ ୧୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ଗୃହକାର୍ଯ୍ୟ ଠିକ୍ ସମୟରେ ନସାରିଲେ କାର୍ଯ୍ୟାଦେଶ ପାଇବାର ୧ବର୍ଷ ପରେ ଅଗ୍ରୀମ ଅର୍ଥକୁ ଓପିଡିଆର୍ ମାମଲା ମାଧ୍ୟମରେ ଆଦାୟ କରାଯିବ । ଏହାସହିତ ସରକାରଙ୍କ ଦ୍ୱାରା ପ୍ରଦ ସମସ୍ତ ସୁବିଧା ସୁଯୋଗ ଯଥା ଭ । ଓ ରାସନରୁ ବ ିତ କରାଯିବ । ନୟାଗଡ଼ ପଞ୍ଚାୟତ ସମିତି ପକ୍ଷରୁ ଏହି ସଚେତନତା ରଥ ପ୍ରତ୍ୟେକ ଗାଁ ଗାଁ ବୁଲୁଛି ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!