Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିନକୁ ଦିନ ନୂଆ ମୋଡ଼ ନେଉଛି ମମିତା ମେହେର ହତ୍ୟା ଘଟଣା

by ସଞ୍ଜୟ ସ୍ୱାଇଁ
October 22, 2021
in Crime, State
ଦିନକୁ ଦିନ ନୂଆ ମୋଡ଼ ନେଉଛି ମମିତା ମେହେର ହତ୍ୟା ଘଟଣା
167
VIEWS
Share on FacebookShare on Twitter

ଧର୍ମଗଡ଼, (ବାଘୁଆବାର୍ତ୍ତା): ମମିତା ମେହେର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଛି ବଡ଼ ପ୍ରମାଣ। ସେହି ପ୍ରମାଣକୁ ନେଇ ଏବେ ମମିତା ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି । ରାଧେକୁ ପୋଲିସ୍‌ ଗିରଫ କରିବା ପରେ ରାଧେ ଘରେ ଚଢାଉ ହୋଇଥିଲା । ତେବେ ଚଢ଼ାଉ ସମୟରେ ରାଧେ ଘରୁ ଏକ ବ୍ୟାଗ୍‌ ମିଳିଥିଲା । ସେହି ବ୍ୟାଗ୍‌ ଖୋଲିଲା ପରେ ସେଥିରୁ ଏକ ମୋବାଇଲ ଫୋନ, ୩ଟି ଲେଡିଜ ଡ୍ରେସ, ମେଡ଼ିସିନ ଓ ଏକ ମୋବାଇଲ ଚାର୍ଜର ଜବତ କରିଛି ପୋଲିସ। ତେବେ ରାଧେଶ୍ୟାମ ଚଣ୍ଡୀକୁ ବଙ୍ଗୋମୁଣ୍ଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମଦାଲତକୁ ପଠାଇଛି ସିଂଧେକେଲା ପୋଲିସ । ସେପଟେ ରାଧେ ଗିରଫ ହେବା ପରେ ସ୍ତ୍ରୀ କହିଛ ମୋ ସ୍ୱାମୀ ନିର୍ଦୋଷ। ମୋତେ ମୋ ସ୍ୱାମୀ ଫେରାଇ ଦିଅ। ମମିତା ହତ୍ୟାକାଣ୍ଡ ରେ ସ୍ଵାମୀର ହାତ ନାହିଁ। ଗୋବିନ୍ଦ ସାହୁ ପାଖରେ କିଛି ମାସ ହେଲା କାମ କରୁଥିଲେ ମୋ ସ୍ୱାମୀ। ମୁନ୍ସୀ ଭାବରେ ଯେହେତୁ ସେ କାମ କରୁଥିଲେ ସେ ଗୋବିନ୍ଦକୁ ସବୁ ସହଯୋଗ କରୁଥିଲେ । ତେବେ ଆଜି ଯେତେବେଳେ ମୁଁ ଘରେ ମୋର ସ୍ୱାମୀ ର ବ୍ୟାଗ ପାଇଲି ତାହା ନେଇ ଆସିଥିଲି । କେଗାଁ ପୁଲିସ ମୋ ଠାରୁ ସେହି ବ୍ୟାଗ ଛଡାଇ ନେଇ କାହାକୁ କିଛି କହିବ ନାହିଁ ବୋଲ କହିଥିଲା । ତେବେ ବ୍ୟାଗ ଭିତରେ ଥିବା ସାମଗ୍ରୀ କାହାର ତାହା ଏବେ ତଦନ୍ତ ସାପେକ୍ଷ ବୋଲି କହିଛନ୍ତି ରାଧେର ସ୍ତ୍ରୀ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!