Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକା ଶାଳୀକୁ ଦୁଷ୍କର୍ମ ଅଭିଯୋଗରେ ଭିଣୋଇ ଗିରଫ

by ସଞ୍ଜୟ ସ୍ୱାଇଁ
October 22, 2021
in Crime, State
ନାବାଳିକା ଶାଳୀକୁ ଦୁଷ୍କର୍ମ ଅଭିଯୋଗରେ ଭିଣୋଇ ଗିରଫ
150
VIEWS
Share on FacebookShare on Twitter

ହରିଚନ୍ଦନପୁର, (ବାଘୁଆବାର୍ତ୍ତା): ନାବାଳିକା ଶାଳୀକୁ ଦୁଷ୍କର୍ମ ଅଭିଯୋଗରେ ଭିଣୋଇ ଗିରଫ ହୋଇ ଜେଲ୍‌ ଯାଇଛି । ଗିରଫ ଭିଣୋଇ ଜଣଙ୍କ ହେଲେ ଘଷିପୁରା ଥାନା ରଘୁନାଥପୁରର ଅଭିମନ୍ୟୁ ପାତ୍ର (୩୨) । ସୂଚନା ମୁତାବିକ, ଅଭିମନ୍ୟୁ ହରିଚନ୍ଦନପୁର ଥାନା କୁସୁମଯୋଡି ଗାଁରେ କିଛି ବର୍ଷ ହେବ ବିବାହ କରିଥିଲା । ନିକଟରେ ଅଭିମନ୍ୟୁଙ୍କ ଶାଶୂଙ୍କ ଦେହ ଖରାପ ହେବାରୁ ସେ ଏବଂ ତାର ଦୁଇଜଣ ଶାଳୀ କଟକ ବଡ ମେଡିକଲାରେ ଶାଶୂଙ୍କ ପାଖରେ ରହୁଥିଲେ । ଏହା ଭିତରେ ଭିଣୋଇ ପ୍ରେମ ଜାଲରେ ଫସାଇ ନାବାଳିକା ଶାଳୀକୁ ଧରି ଅନ୍ୟତ୍ର ପଳାଇଥିଲା ଏବଂ ଦୁଷ୍କର୍ମ କରିଥିଲା । ଏନେଇ ନାବାଳିକାର ପରିବାରବର୍ଗ ହରିଚନ୍ଦନପୁର ଥାନାରେ ଲିଖିତ ଭାବେ ଅଭିଯୋଗ ହେବା ପରେ ଥାନାଧିକାରିଣୀ ସୁସ୍ମିତା ଦେବତା ଘଟଣାର ତଦନ୍ତ କରିବା ପାଇଁ ସବ ଇନିସପେକ୍ଟର ଅଯୋଧ୍ୟା ମାଟିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ତଦନ୍ତ କରିବା ସହ ଅଭିମନ୍ୟୁ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!