Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନ୍ତ୍ରୀ ଦେଲେ ଯୋଗଜ୍ଞାନ

by ସଞ୍ଜୟ ସ୍ୱାଇଁ
December 5, 2019
in Breaking, Politics, State
ମନ୍ତ୍ରୀ ଦେଲେ ଯୋଗଜ୍ଞାନ
26
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବା ର୍ା ବ୍ୟୁରୋ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ୍ ଲାଠିପଡ଼ା ଖେଳ ପଡିଆଠାରେ ଅନୁଷ୍ଠିତ ଯୋଗ ଶିବିରରେ ମନ୍ତ୍ରୀ ଯୋଗଜ୍ଞାନ ଦେଇଛନ୍ତି । ହରିଦ୍ୱାର ପତଞ୍ଜଳି କେନ୍ଦ୍ରଦ୍ୱାରା ଆୟୋଜିତ ଲାଠିପଡ଼ା ପତଞ୍ଜଳି ଯୋଗସମିତି ଆନୁକୂଲ୍ୟରେ ୫ଦିନ ଧରି ଯୋଗଶିବିର ଅନୁଷ୍ଠିତ ହେଉଅଛି । ସକାଳର ଘନକୁହୁଡି ମଧ୍ୟରେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଲାଠିପଡ଼ା ଠାରେ ପହ ିଥିଲେ । ଯୋଗଶିବିରକୁ ଆସିଥିବା ପ୍ରଶିକ୍ଷକ ଓ ଯୋଗଶିକ୍ଷା ଲାଭ କରୁଥିବା ଜନସାଧାରଣଙ୍କୁ ଯୋଗ ସମ୍ବନ୍ଧିୟ ଜ୍ଞାନ ଦେଇଥିଲେ । ଯୋଗ ନିରୋଗ ରଖେ, ଯୋଗ ଦ୍ୱାରା ମନୁଷ୍ୟ ସମାଜ ବହୁତ ଉପକାରିତା ପାଇଥାଏ । ଆଜିର ସମାଜରେ ଯେଉଁଠି ପକ୍ଷୀଟିଏ ପଶୁଟିଏ ତାର କ ର୍ବ୍ୟ ସମ୍ପାଦନ କରୁଛି ଏଠି ମଣିଷ ସମାଜ ସବୁ ଜାଣିଶୁଣି ମଧ୍ୟ ନିଜ ଶରୀର ପ୍ରତି କୁଠାରଘାତ କରୁଛି । ପଶୁପକ୍ଷୀଟିଏ ପ୍ରାତଃ କାଳରେ ସେ ତା କ ର୍ବ୍ୟରେ ଅବହେଳା କରେନାହିଁ । କିନ୍ତୁ ଅପରପକ୍ଷରେ ମନୁଷ୍ୟଟିଏ ଅଳସୁଆ ହୋଇପଡୁଛି । ଯାହାଦ୍ୱାରା ଆଜିର ସମାଜ ରୋଗବୈରାଗରେ ଭ ିର୍ହୋଇ ରହୁଛି । ଦିନକୁ ଦିନ ସମାଜ କଳୁଷିତଆଡେ କତିକରୁଛି । ଏହିପରି ଭାବେ ଅନେକ ଜ୍ଞାନ ଏହି ଶିବିରରେ ପ୍ରଦାନ କରିଥିଲେ ଏବଂ ପ୍ରତ୍ୟେକ ମଣିଷ ପ୍ରାତଃ କାଳରେ ଯୋଗ କରିବାର ଆବଶ୍ୟକତା ରହିଛି । ଏଥିରେ ପୂର୍ବତନ ବ୍ଲକ୍ ଚେୟାରମ୍ୟାନ୍ ଭାଗିରଥି ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭାପତି ହରେକୃଷ୍ଣ ପ୍ରଧାନ, ସ୍ଥାନୀୟ ନେତୃମଣ୍ଡଳୀ ଓ ଛାତ୍ର, ଯୁବ ପ୍ରଶିକ୍ଷଣ ନେଉଥିଲେ ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!