ରାଉରକେଲା, (ବାଘୁଆବାର୍ତ୍ତା): ଏମିତି ବି ଆସେ ମୃତ୍ୟୁ। ଡ୍ୟୁଟି ଯାଉଥିବା ବେଳେ ଚାଲିଗଲା ଜୀବନ। ପିକଅପ ଧକ୍କାରେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନାନୁସାରେ, ବନ୍ଧମୁଣ୍ଡା ଥାନା ଡି, କେବିନ ଛକ ନିକଟରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଡ୍ୟୁଟି ଯାଉଥିବା ବେଳେ ଚାଲିଗଲା ଜୀବନ। ପିକଅପ ଧକ୍କାରେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଗାଡ଼ି ଡ୍ରାଇଭର ସହ ଗାଡି ଅଟକ ରଖିଛି ପୋଲିସ । ମୃତ ରେଲୱେ କର୍ମଚାରୀ ମହେଶ ସିଙ୍ଗ ବୋଲି ଜଣାପଡ଼ିଛି ।






