Thursday, August 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପୁର : ବିଜେଡିର ବିରାଟ ବିଜୟ

by ସଞ୍ଜୟ ସ୍ୱାଇଁ
November 1, 2019
in Politics
24
VIEWS
Share on FacebookShare on Twitter

ରୀତା ହେଲେ ରେକର୍ଡଧାରୀ ବିଧାୟିକା

ନୟାଗଡ଼, (ବାଘୁଆବାର୍ତ୍ତା ବ୍ୟୁରୋ) : ବିଜେପୁର ଉପନିର୍ବାଚନରେ ବିଜେଡି ଦଳ ବିପୁଳ ଭୋଟରେ ବିଜୟଲାଭ କରିବା ସହିତ ହ୍ୟାଟ୍ରିକ ଅର୍ଜନ କରିଛି | ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ରୀତା ସାହୁ ଉପନିର୍ବାଚନରେ ବିଜେଡି ପକ୍ଷରୁ ବିଜୟୀ ହୋଇଥିଲେ | ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ବାଚନରେ ଲଢ଼ି ନିର୍ବାଚିତ ହୋଇଥିଲେ | ଏହି ଆସନଟିକୁ ମୁଖ୍ୟମନ୍ତ୍ରୀ ଛାଡିବା ପରେ ପୁଣି ରୀତା ସାହୁ ପ୍ରାର୍ଥୀ ହୋଇ ରେକର୍ଡ ସଂଖ୍ୟକ ଭୋଟରେ ନିର୍ବାଚିତ ହୋଇଛନ୍ତି | ରୀତା ସାହୁ ୯୭୯୯୪ ଖଣ୍ଡ ଭୋଟ ପାଇ ଜିତି ଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୩୭୯୬୭ ଖଣ୍ଡ ଭୋଟ ପାଇଛନ୍ତି | କଂଗେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ୫୮୭୬ ଖଣ୍ଡ ଭୋଟ ପାଇଥିବା ବେଳେ ନୋଟାରେ ୧୯୮୨ ଖଣ୍ଡ ଭୋଟ ପଢିଛି |

ପ୍ରକାଶଥାଉ କି ଗତ ୨୦୧୯ ନିର୍ବାଚନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ପକ୍ଷରୁ ସର୍ବାଧିକ ୮୧୪୩୦ ଖଣ୍ଡ ଭୋଟ ପାଇ ରେକର୍ଡ ସୃଷ୍ଟି କରିଥିଲେ | ଏହି ରେକର୍ଡକୁ ଭାଙ୍ଗି ରୀତା ସାହୁ ୯୭ ହଜାର ୯୯୪ ଭୋଟରେ ପରିଣତ କରିଛନ୍ତି | ରୀତା ସାହୁଙ୍କ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଉକ୍ତ ନିର୍ବାଚନରେ ବିଜେଡିର ୩ ପ୍ରମୁଖ ନେତା ସଂଜୟ ଦାଶବର୍ମା, ଡ. ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ତ୍ୱକୁ ସବୁ ମହଲରେ ପଶଂସା କରାଯାଇଛି |

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!