Thursday, July 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳ ଘଟି ଜଣେ ଗୁରୁତର ହେବା ସହ ଦମ୍ପତ୍ତି ଆହତ

by ସଞ୍ଜୟ ସ୍ୱାଇଁ
October 19, 2021
in Crime, State
ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳ ଘଟି ଜଣେ ଗୁରୁତର ହେବା ସହ ଦମ୍ପତ୍ତି ଆହତ
148
VIEWS
Share on FacebookShare on Twitter

ରଙ୍ଗେଇଲୁଣ୍ଡା, (ବାଘୁଆବାର୍ତ୍ତା): ଜାତୀୟ ରାଜପଥ ନିକଟ ସୁରଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳ ଘଟି ଜଣେ ଗୁରୁତର ହେବା ସହ ଦମ୍ପତ୍ତି ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ଶଙ୍କର ବେହେରା। ଆହତ ଦମ୍ପତି ଦୁଇ ଜଣ ହେଲେ କୁଶ ବେହେରା ଓ ସ୍ତ୍ରୀ ଲକ୍ଷ୍ମା ବେହେରା। କୁଶ ଘୁଗୁନି ଚାଟ୍ ବିକି ପରିବାର ଚଳନ୍ତି। ରବିବାର ସନ୍ଧ୍ୟାରେ ଶଙ୍କର ମଦ୍ୟପାନ କରି ଆସି ସୁରଳ ବସଷ୍ଟାଣ୍ଡ ଠାରେ କୁଶଙ୍କୁ ଚାଟ୍ ମାଗିଥିଲେ। ହେଲେ କୁଶ ମନା କରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଶଙ୍କରଙ୍କ ଛୁରା ମାଡରେ କୁଶ ଓ ଲକ୍ଷ୍ମା ଆହତ ହୋଇଥିଲେ। ପୁଣି ରାତିରେ ଶଙ୍କର କୁଶ ଓ ତାଙ୍କ ଭାଇ ଲବଙ୍କ ଘରେ ପଶି ଟିଭି ଓ ଆସବାବପତ୍ର ଭଙ୍ଗାରୁଜା କରିବା ସହ ଚାଉଳ ବସ୍ତା ଫୋପାଡ଼ି ଦେଇଥିଲା। ଉତକ୍ଷୀପ୍ତ ଦୁଇ ଭାଇଙ୍କ ପାଲଟା ଆକ୍ରମଣରେ ଶଙ୍କର ଗୁରୁତର ହୋଇ ପଡିଥିଲା। ଗୁରୁତର ଶଙ୍କରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!