ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶାରେ ମଙ୍ଗଳବାର ଓ ବୁଧବାର ବ୍ୟାଙ୍କ ବନ୍ଦ ରହିବ । ମଙ୍ଗଳବାର ଇଦ୍ ମିଲାଦ ଓ ବୁଧବାର ଗଜଲକ୍ଷ୍ମୀ ପୂଜା ଅବସରରେ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ନେଗୋସିଏବଲ୍ ଇନ୍ଷ୍ଟ୍ରୁମେଣ୍ଟ ଆକ୍ଟ ଅନୁସାରେ ସରକାର ଏହି ଘୋଷଣା କରିଛନ୍ତି ।






