Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେଡିର ଦୁର୍ଗ ହେଲା ଇଟାମାଟି, ଶତାଧିକ ବିଜେପି ଓ କଂଗ୍ରେସ ନେତା ବିଜେଡିରେ

by ସଞ୍ଜୟ ସ୍ୱାଇଁ
October 17, 2021
in Nayagarh, Politics, State
ବିଜେଡିର ଦୁର୍ଗ ହେଲା ଇଟାମାଟି, ଶତାଧିକ ବିଜେପି ଓ କଂଗ୍ରେସ ନେତା ବିଜେଡିରେ
2.1k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଇଟାମାଟି ଗ୍ରାମର ପ୍ରମୁଖ ବିଜେପି ଓ କଂଗ୍ରେସ କର୍ମି ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିୁଜ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ଇଟାମାଟି ଗ୍ରାମର ପ୍ରମୁଖ ୩୦ରୁ ଉଦ୍ଧ୍ୱର୍ ନେତାଙ୍କ ସମେତ ୩୦୦ରୁ ଅଧିକ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆଦର୍ଶ ଅନୁପ୍ରାଣିତ ହେବା ସହିତ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ଦଳରେ ସାମିଲ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଆଜିର ମିଶ୍ରଣ ପର୍ବରେ ଡ.ସାହୁଙ୍କ ସମେତ ନୟାଗଡ଼ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଦୁର୍ଯ୍ୟୋଧନ ବେହେରା ଇଟାମାଟିର ପ୍ରମୁଖ ବିଜେଡି ନେତା ଶ୍ରବଣ କୁମାର ରାମ, ଅଜିତ ପ୍ରସାଦ ସାହୁ, ଶରତ ସାହୁ, ଆଶିଷ ଅଗ୍ରୱାଲ, ଭାଗିରଥି ବାଇ, ଜଗନ୍ନାଥ ଦାସ, ବ୍ରଜବନ୍ଧୁ ସୁବୁଦ୍ଧି ଓ ପ୍ରଫୁଲ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜିର ମିଶ୍ରଣ ପର୍ବରେ ଇଟାମାଟି ବଣିକ ସଂଘ ସଭପତି କିଶୋର ଚନ୍ଦ୍ର ନାୟକ ଓ ମହାବୀର ସଂଘର ମାନସ କୁମାର ସାହୁ ପ୍ରମୁଖ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଏତଦ୍ ବ୍ୟତୀତ ବୈକୁଣ୍ଠ ନାଥ ନାୟକ, ବସନ୍ତ ସାହୁ, ପ୍ରକାଶ ଜେନା, ଚନ୍ଦ୍ରଶେଖର ସାହୁ, କୋରେନ ବନ୍ଧୁ ସାଥୁଆ, ବିପିନ ନାୟକ, ସନ୍ତୋଷ କୁମାର ସାହୁ, ନିବାସ ପ୍ରଧାନ, ଦୈତାରି ରାଉତ, ସମ୍ବିତ କୁମାର ସାଥୁଆ, ତ୍ରିନାଥ ନାୟକ, ଅମିତ ସାଥୁଆ, ବିମଳ କୁମାର ନାୟକ, ସୁବାଷ ମହାପାତ୍ର, ରମାକାନ୍ତ ମହାନ୍ତି, ରଘୁନାଥ ବେହେରା, ଜୟକୃଷ୍ଣ ସାହୁ, ସୁରେନ୍ଦ୍ର କୁମାର ସାହୁ, ସୌମ୍ୟରଞ୍ଜନ ସାହୁ, ଗୋକୁଳ ସାହୁ, ଦୀନବନ୍ଧୁ ସାହ, ଜିତେନ୍ଦ୍ର ବିଶୋଇ, ସନ୍ତୋଷ କୁମାର ସାହୁ, ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ କଂଗ୍ରେସ ଓ ବିଜେପି ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!