Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ, ଲାଠି ଚାର୍ଜରେ ଶିଶୁ ଆହତ

by ସଞ୍ଜୟ ସ୍ୱାଇଁ
October 14, 2021
in State
ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ, ଲାଠି ଚାର୍ଜରେ ଶିଶୁ ଆହତ
182
VIEWS
Share on FacebookShare on Twitter

ନରସିଂହପୁର, (ବାଘୁଆବାର୍ତ୍ତା): ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ। ଉଭୟ ପୋଲିସ ଓ ଲୋକେ ଆହତ ହୋଇଛନ୍ତି। ବିଳମ୍ବିତ ରାତ୍ରି ୧୨ଟା ସମୟରେ ଖାରୋଡ଼ ମହାକାଳୀ ମନ୍ଦିର ନିକଟରେ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ଲୋକେ ରାଗିଯାଇ ପୋଲିସ ଭ୍ୟାନ ଭାଙ୍ଗି ଥିଲେ। ସୂଚନା ମୁତାବକ, ଗତକାଲି ମା ମହାକାଳୀଙ୍କର ବଳି ଉତ୍ସବ ଥିବା ବେଳେ ଆଖପାଖ ଅଞ୍ଚଳର ଅନେକ ଲୋକେ ସମାଗମ ହୋଇଥିଲେ। ଏହାରି ଭିତରେ ପୋଲିସଙ୍କ ଦ୍ଵାରା ଜଣେ ଛୋଟ ଛୁଆ ଆହତ ହୋଇଥିଲା ଯାହାକୁ କେନ୍ଦ୍ର କରି ଲୋକେ ତାତିଥିଲେ ଏବଂ ଗାଡି ଭଙ୍ଗାରୁଜା କରିଥିଲେ। ଛୁଆଟିର ଗୋଡ଼ ଏବଂ ହାତରେ କ୍ଷତ ହୋଇଥିବା ବେଳେ ତାଙ୍କୁ ମେଡିକାଲ ନେଇ ଚିକିତ୍ସା କରାଯାଇଛି। ତେବେ ପୋଲିସ ସୁରକ୍ଷା ନାରେ ଲାଠି ଚାର୍ଜ କରିବା ତାକୁ ମହଙ୍ଗା ପଡିଛି ଫଳରେ ଆଜି ବଡମ୍ବା ପୋଲିସକୁ ହିଁ ଭୋଗିଥିବା ଜଣାପଡିଛି। ପ୍ରଶ୍ନ ଉଠୁଛି ଯଦି ମା ମହାକାଳୀ ପରସର ୧୪୪ ଧାରା ଲାଗୁ କରାଗଲା ତେବେ ସାମ୍ବାଦିକମାନଙ୍କୁ ଜଣା ଗଲାନି କାହିଁକି ?

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!