Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ଚୋରି ହୋଇଥିବା ବାଇକ ଖୋଜୁ ଖୋଜୁ ମିଳିଲା ଆଉ ୭ଟି ବାଇକ, ୩ ଗିରଫ

by ସଞ୍ଜୟ ସ୍ୱାଇଁ
October 11, 2021
in Crime, State
ଗୋଟିଏ ଚୋରି ହୋଇଥିବା ବାଇକ ଖୋଜୁ ଖୋଜୁ ମିଳିଲା ଆଉ ୭ଟି ବାଇକ, ୩ ଗିରଫ
106
VIEWS
Share on FacebookShare on Twitter

ରାଇରଙ୍ଗପୁର, (ବାଘୁଆବାର୍ତ୍ତା): ମୟୁରଭଞ୍ଜ ଅଧିନ ବିଶୋଇ ପୋଲିସ ହାତରେ ଲାଗିଛି ବଡ଼ ସଫଳତା । ୮ଟି ଚୋରି ବାଇକକୁ ଉଦ୍ଧାର କରିବା ସହିତ ଚୋରିରେ ସମ୍ପୃକ୍ତ ତିନିଜଣକୁ ଗିରଫ କରିବାରେ ସଫଳ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଇରଙ୍ଗପୁର SDPO ରତିକାନ୍ତ ଗିରି। ସୂଚନା ମୁତାବିକ ଗତ ସେପ୍ଟେମ୍ବର ୧୮ ତାରିଖ ବିଶୋଇ ଷ୍ଟାଡିଅମ ନିକଟ ଏକ ସ୍କୁଲ ପାଖରେ ବାଇକକୁ ରଖି ଗୋପୀନାଥ ମାଝୀ ନାମକ ଯୁବକ ଫୁଟବଲ ଖେଳ ଦେଖିବାକୁ ଷ୍ଟାଡିଅମକୁ ଯାଇଥିଲେ। କିନ୍ତୁ କିଛି ସମୟ ପରେ ତାଙ୍କ ବାଇକଟି ଚୋରି ହୋଇଯାଇଥିବା ଜାଣି ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଶୋଇ ପୋଲିସ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଚୋରି ହୋଇଥିବା ବାଇକ ସହିତ ଆହୁରି ୭ଟି ବାଇକକୁ ଜବତ କରିବା ସହିତ ଚୋରିରେ ସମ୍ପୃକ୍ତ ତିନିଜଣକୁ ପୋଲସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ତିରିଙ୍ଗ ଥାନା ଅଞ୍ଚଳର ମାଝିଆ ଟୁଡୁ, ସାଙ୍ଗ ଆଲଦା ଓ ଦାମୁ ଆଲଦା। ସାଙ୍ଗ ଓ ଦାମୁ ଦୁଇଜଣ ଭାଇ ବୋଲି ଜଣା ପଡ଼ିଛି। ତେବେ ଅଭିଯୁକ୍ତମାନେ ଆଉ କେଉଁ କେଉଁ ଚୋରି ଘଟଣାରେ ସମ୍ପୃକ୍ତ ପୋଲିସ ତାହା ତଦନ୍ତ କରୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!