Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱ ଗୃହହୀନ ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
October 11, 2021
in State
ବିଶ୍ୱ ଗୃହହୀନ ଦିବସ ପାଳିତ
65
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ମୈତ୍ରୀ ଯୁବ ସଂସଦ ଓ ସୋହମ ମିଳିତ ଭାବେ ଊଟ ମବଜ୍ଞକ୍ଟ୍ରବସଶଦ୍ଭ ଙୟସଗ୍ଦଷବ ଆହ୍ୱାନରେ ବିଶ୍ୱ ଗୃହହୀନ ଦିବସ ମୁଥାଗାଡ଼ିଆଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ମୈତ୍ରୀର ସଂପାଦକ ପ୍ରଦୀପ କୁମାର ସାହୁ, ବିଶ୍ୱରେ ବହୁତ ବ୍ୟକ୍ତି ବାସହୀନ ରୂପେ ବାସ କରୁଛନ୍ତି ଏବଂ ଆମ ଭାରତରେ ଏହି ସଂଖ୍ୟାର ୧୭.୭୩ ଲକ୍ଷ ବୋଲି ପ୍ରକାଶ କରିଥିଲେ । ଯେଉଁ ଲୋକମାନେ ମୁକ୍ତ ଆକାଶ ତଳେ ଖୋଲାରେ ରହୁଛନ୍ତି । ସର୍ବଦୌ ସେମାନଙ୍କ ଜୀବନ ଅସୁରକ୍ଷିତ, ସେମାନେ ଅତ୍ୟାଚାରୀତ, ଲାଞ୍ଛିତ ଓ ଦୁର୍ବିସହ ଜୀବନ ଯାପନ କରିଥାନ୍ତି । ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ସବୁ ବ୍ୟକ୍ତି ବିଶେଷ ଘରଟିଏ ପାଇବା ରାଷ୍ଟ୍ରର କର୍ତ୍ତବ୍ୟ । ଏହି ବିଷୟରେ ପିଲାମାନଙ୍କ ଦ୍ୱାରା କୋଭିଡ ନିୟମ କୁ ପାଳନ ପୂର୍ବକ ଏକ ଦାବୀ ସରକାରଙ୍କୁ ମାଗ ଲିଖିତ ଆକାରରେ ଦିଆ ଯାଇଛି । ସେହି ପରି ସୋହମର କାମାକ୍ଷା ପ୍ରସାଦ ଦାସ ଏହା ଅତ୍ୟନ୍ତ ଗମ୍ଭୀର ଓ ଏଥି ନିମନ୍ତେ ସମସ୍ତେ ସବୁ ସ୍ତରରେ ପ୍ରୟାସ କରିବା ଆବଶ୍ୟକ ବୋଲି ମତାମତ ନେବା ସହିତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!