Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୬ ଲକ୍ଷ ଟଙ୍କାର କଫ୍‌ ସିରପ ଜବତ

by ସଞ୍ଜୟ ସ୍ୱାଇଁ
October 11, 2021
in Crime, State
୬ ଲକ୍ଷ ଟଙ୍କାର କଫ୍‌ ସିରପ ଜବତ
54
VIEWS
Share on FacebookShare on Twitter

ପଦ୍ମପୁର, (ବାଘୁଆବାର୍ତ୍ତା): ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ବେପାରୀଙ୍କ ଦୌରାତ୍ମ୍ୟ। ଛତିଶଗଡ଼ ବସନାରୁ ଆସିଥିବା କଫ୍‌ ସିରପ୍ ବୋଝେଇ ଭ୍ୟାନ୍‌କୁ ସତୀଭଟା ଛକ ନିକଟରେ ଜବତ କଲା ପଦ୍ମପୁର ପୋଲିସ। ତେବେ ଅଭିଯୁକ୍ତ ଡ୍ରାଇଭର ଫେରାର୍ ହୋଇଯାଇଛି। ଏନେଇ ପଦ୍ମପୁର ପୋଲିସ ଅଧିକ ତଦନ୍ତ କରୁଛି। ସୂଚନାନୁଯାୟୀ, ଛତିଶଗଡ଼ ବସନାରୁ କଫ୍‌ ସିରପ୍ ଚାଲାଣ ହେଉଥିବା ପଦ୍ମପୁର ପୋଲିସ ଖବର ପାଇଥିଲା। ଏହାପରେ ପୋଲିସ ସତୀଭଟା ଛକ ନିକଟରେ ଛକି ରହିଥିଲା। ଏହି ସମୟରେ ଏକ ନମ୍ବର ବିହୀନ ପିକଅପ୍ ଭ୍ୟାନ୍‌କୁ ପୋଲିସ ଅଟକାଇ ଯାଞ୍ଚ୍ କରିଥିଲା। ଏହି ଭ୍ୟାନ୍ ଭିତରୁ ୨୬ ଗୋଟି କାଟୁନରେ ବୋଝେଇ ହୋଇଥିବା କଫ୍‌ ସିରପ୍ ଜବତ ହୋଇଛି। ପ୍ରାୟ ୩୯୨୦ ଗୋଟି କଫ୍ ସିରପ୍ ପଦ୍ମପୁର ପୋଲିସ ଉକ୍ତ ଗାଡିରୁ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ପୋଲିସ କଫ୍‌ ସିରପ୍ ଓ ଭ୍ୟାନକୁ ଜବତ କରିବାରେ ସଫଳ ହୋଇଥିବା ବେଳେ ଗାଡି ଚାଳକ ଫେରାର୍ ହୋଇଯାଇଛନ୍ତି। ଏନେଇ ପଦ୍ମପୁର ଥାନା କେସ ନମ୍ବର ୨୨୯ ତା.୧୦/୧୦/୨୦୨୧ରେ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!