Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଲୋକପ୍ରିୟ ଟିଭି ଭାଷ୍ୟକାର ଆକାଶ ଚୋପ୍ରା

by ସଞ୍ଜୟ ସ୍ୱାଇଁ
October 10, 2021
in Sports
ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଲୋକପ୍ରିୟ ଟିଭି ଭାଷ୍ୟକାର ଆକାଶ ଚୋପ୍ରା
19
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଆଜି ଆଇପିଏଲର ପ୍ରଥମ କ୍ୱାଲିଫାୟାର୍ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ । ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ , କାହିଁକି ନା ଏହି ମ୍ୟାଚରେ ବିଜୟ ଗୋଟିଏ ଦଳକୁ ଫାଇନାଲ ଟିକେଟ୍ ଦେବ । ହେଲେ ଏହାପୂର୍ବରୁ ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ୟାଟିଂ ଫର୍ମ ଏବେ ଚେନ୍ନାଇ ପାଇଁ ଚିନ୍ତାର କାରଣ ପାଲଟିଛି । ଆଉ ଏହାରି ଭିତରେ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଲୋକପ୍ରିୟ ଟିଭି ଭାଷ୍ୟକାର ଆକାଶ ଚୋପ୍ରା । ଆକାଶ ଚୋପ୍ରାଙ୍କ କହିବା ମୁତାବକ, ମୋତେ ଲାଗୁଛି ଆଜି ଧୋନୀ ନିଜ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିବେ । ଧୋନୀ ଆଜି ଜାଡେଜା ଓ ବ୍ରାଭୋଙ୍କ ପରେ ବ୍ୟାଟିଂ କରିବାକୁ ଆସିପାରନ୍ତି ବୋଲି କହିଛନ୍ତି ଆକାଶ ଚୋପ୍ରା । ଚଳିତ ଆଇପିଏଲରେ ଧୋନୀଙ୍କ ବ୍ୟାଟ୍ ପୂରାପୂରି ଶାନ୍ତ ରହିଛି । ହେଲେ ଜାଡେଜାଙ୍କ ବ୍ୟାଟ୍ କିନ୍ତୁ ୟୁଏଇରେ ଗର୍ଜିଛି । ତଳ ଅର୍ଡରରେ ଆସି ମଧ୍ୟ ଜାଡେଜା ଉପଯୋଗୀ ଇଂନିସ ଖେଳିବା ସହିତ ଦଳକୁ ବିଜୟ ଦେଇଛନ୍ତି । ତେଣୁ ଆଜି ଧୋନୀ, ଜାଡେଜାଙ୍କ ପରେ ବ୍ୟାଟିଂ କରିବାକୁ ଆସିପାରନ୍ତି ବୋଲି କହିଛନ୍ତି ଆକାଶ ଚୋପ୍ରା । ତେବେ ଚଳିତ ସିଜିନ୍ ନୁହେଁ ଗତ ଦୁଇ ସିଜିନ ମଧ୍ୟ ଧୋନୀଙ୍କ ପାଇଁ ସେତେଟା ଭଲ ଯାଇନି । ୨୦୨୦ରେ ଧୋନୀ କେବଳ ୧୧୦ ଷ୍ଟ୍ରାଇକ୍ ରେଟରେ ମାତ୍ର ୨ ଶହ ରନ୍ କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!