Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାରିବାରିକ କଳହକୁ ନେଇ ଭୂଜାଲିରେ ଖୁଡିର କାନ ହାଣିଲା ପୁତୁରା

by ସଞ୍ଜୟ ସ୍ୱାଇଁ
October 9, 2021
in Crime, State
ପାରିବାରିକ କଳହକୁ ନେଇ ଭୂଜାଲିରେ ଖୁଡିର କାନ ହାଣିଲା ପୁତୁରା
84
VIEWS
Share on FacebookShare on Twitter

କଣିହାଁ, (ବାଘୁଆବାର୍ତ୍ତା): କଣିହାଁ ବ୍ଲକ୍‌ ସମଲ ଥାନା ପୋଲିସ୍‌ ଖୁଡିର କାନକୁ ପୁତୁରା ଭୂଜାଲିରେ ହାଣି ଦେବା ଘଟଣାରେ୍‌ ପୁତୁରାକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ପୁତୁରା ଜଣକ ହେଲେ ସମଲ ଥାନା କର୍ଣ୍ଣାଳ ଗ୍ରାମର ଜୟନ୍ତ ପେଣ୍ଠୋଇ। ଘଟଣାରୁ ପ୍ରକାଶ ଯେ, ଗତ ମଙ୍ଗଳବାର ରାତି ୮ଟା ବେଳେ ଅଭିଯୁକ୍ତ ସହ ତାଙ୍କର ତିନି ଭାଇଙ୍କ ମଧ୍ୟରେ କର୍ଣ୍ଣପାଳ ରାସ୍ତାରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ତେବେ ସହଦେବ ପେଣ୍ଠୋଇ ଗଣ୍ଡଗୋଳକୁ ଛଡାଇବାକୁ ଯାଇଥିଲେ । ହେଲେ କାହିଁକି ଛଡାଉଛୁ କହି ସହଦେବକୁ ତଳେ ପକାଇ ଅଭିଯୁକ୍ତ ସହ ତିନି ଭାଇ ମାଡପିଟ୍‌ କରିଥିଲେ । ସହଦେବକୁ ମୁକୁଳାଇବାକୁ ତାଙ୍କ ଭାଉଜ ପାର୍ବତୀ ପେଣ୍ଠୋଇ ଯାଇଥବା ବେଳେ ଅଭିଯୁକ୍ତ(ପୁତୁରା) ପାର୍ବତୀଙ୍କ କାନକୁ ଭୂଜାଲିରେ ହାଣି ଦେଇଥିଲା । ଏନେଇ ସହଦେବ ପେଣ୍ଠୋଇ ଗୁରୁବାର ଥାନାରେ ଅଭିଯୋଗ କରବା ପରେ ପୋଲିସ୍‌ ପକ୍ଷରୁ ଏକ ପ୍ରାଣନ୍ତକ ଆକ୍ରମଣ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା । ପୋଲିସ୍‌ ଶୁକ୍ରବାର ଜୟନ୍ତକୁ କୋର୍ଟଚାଲାଣ କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!