Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶକ୍ତି ଉତ୍ତୋଳନରେ ପଦକ ଜିଣିଥିବା ଯୁବକ ମାନଙ୍କୁ ହିନ୍ଦୁ ମହାସଂଘ ଜଣାଇଲା ଶୁଭେଚ୍ଛା

by ସଞ୍ଜୟ ସ୍ୱାଇଁ
October 8, 2021
in State
ଶକ୍ତି ଉତ୍ତୋଳନରେ ପଦକ ଜିଣିଥିବା ଯୁବକ ମାନଙ୍କୁ ହିନ୍ଦୁ ମହାସଂଘ ଜଣାଇଲା ଶୁଭେଚ୍ଛା
28
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ଷ୍ଟ୍ରଙ୍ଗ ମେନ୍ ୨୦୨୧ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରୁ ହିନ୍ଦୁ ମହାସଂଘ ଜିଲ୍ଲା ଶାରିରୀକ ପ୍ରମୁଖ ତଥା ଜାତୀୟ ସ୍ଥରରେ ପଦକ ବିଜେତା ବିଖ୍ୟାତ ଶକ୍ତି ଉତ୍ତୋଳନକାରୀ ବିଷିକେସନ୍ ଛତ୍ରୀଆ ଙ୍କ ନେତୃତ୍ବରେ ଏକ ଟିମ୍ ସମ୍ବଲପୁର ଯାଇଥିଲା। କ୍ଷିତି ରଞ୍ଜନ ସ୍ବାଇଁ, ଶଙ୍କର ହରିଜନ ଓ ସାହିଲ୍ ଖାନ୍ ନିଜ ନିଜ ଓଜନ ବର୍ଗରେ ବ୍ରଞ୍ଜ ପଦକ ଜିତିଛନ୍ତି। ସମସ୍ତ ବିଜେତା ମାନଙ୍କୁ ହିନ୍ଦୁ ମହାସଂଘ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଇଛି। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା ଓ କେନ୍ଦ୍ରୀୟ ସମିତି ସଂଯୋଜକ ନରସିଂହ ତ୍ରିପାଠୀ ନବରଙ୍ଗପୁର ଜିଲ୍ଲା ର ସମ୍ମାନ ବୃଦ୍ଧି କରିଥିବା ଯୋଗୁଁ ବିଜେତା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!