Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ସଂକ୍ରମିତ ହୋଇ ଆଖି ବୁଜିଲେ ସାମ୍ବାଦିକ ବିବେକାନନ୍ଦ ଦାଶ

by ସଞ୍ଜୟ ସ୍ୱାଇଁ
October 7, 2021
in State
କରୋନା ସଂକ୍ରମିତ ହୋଇ ଆଖି ବୁଜିଲେ ସାମ୍ବାଦିକ ବିବେକାନନ୍ଦ ଦାଶ
110
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବରିଷ୍ଠ ସାମ୍ବାଦିକ ବିବେକାନନ୍ଦଙ୍କ ପରଲୋକ । କରୋନା ଆକ୍ରାନ୍ତ ହୋଇ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ବିବେକାନନ୍ଦଙ୍କ ୭୦ ବର୍ଷ ହୋଇଥିଲା । ଖବର ଅନୁଯାୟୀ, କରୋନାରେ ଆକ୍ରାନ୍ତ ହୋଇ ସେପ୍ଟେମ୍ବର ୩ ତାରିଖରେ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । କିନ୍ତୁ କରୋନା ସହିତ ଲଢେଇ କରୁ କରୁ ଶେଷରେ ଆଖି ବୁଜିଛନ୍ତି ବିବେକାନନ୍ଦ । ବୁଧବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ତାଙ୍କର ଦେହାନ୍ତ ହୋଇଯାଇଛି । ବିବେକାନନ୍ଦଙ୍କ ମୃତ୍ୟୁର ଖବର ପାଇ ପୁରା ଚାରିଆଡେ ଶୋଖର ଛାୟା ଖେଳିଯାଇଛି । ବିବେକାନନ୍ଦ ପ୍ରଥମେ ପ୍ରଜାତନ୍ତ୍ର ନାମକ ଏକ ଖବର କାଗଜରୁ ନିଜର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ସମ୍ବାର, ଆରମ୍ଭ, ସ୍ୱଦେଶ ଓ ନିଜେ ଜନତନ୍ତ୍ର ନାମକ ଏକ ଖବର କାଗଜ ପ୍ରକାଶ କରୁଥିଲେ । ଆଦିବାସୀଙ୍କ ଅଧିକାରୀ ପାଇଁ ସବୁବେଳେ କାମ କରିଆସୁଥିଲେ ବିବେକାନନ୍ଦ । ସାଲେପୁରରେ ଜନ୍ମିତ ତଥା ଭୁବନେଶ୍ବରରେ ରହୁଥିବା ସ୍ବର୍ଗତ ଦାଶଙ୍କର ପତ୍ନୀଙ୍କର ପୂର୍ବରୁ ପରଲୋକ ହୋଇସାରିଥିବା ବେଳେ ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସ୍ୱଗୃ ଦାଶଙ୍କ ଦେହାନ୍ତ ଖବର ପାଇବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!