Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚଣ୍ଡିଖୋଲରେ ପହଁଚିଲେ କେନ୍ଦୁଝରରୁ ବାହାରିଥିବା ପଦଯାତ୍ରୀ

by ସଞ୍ଜୟ ସ୍ୱାଇଁ
October 5, 2021
in State
ଚଣ୍ଡିଖୋଲରେ ପହଁଚିଲେ କେନ୍ଦୁଝରରୁ ବାହାରିଥିବା ପଦଯାତ୍ରୀ
20
VIEWS
Share on FacebookShare on Twitter

ଚଣ୍ଡିଖୋଲ,, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲାର ମା’ ଧନେଇ ସେବା ସଙ୍ଘ ପକ୍ଷରୁ ୪ ଦଫା ଦାବୀ ନେଇ ନବୀନ ନିବାସ ଅଭିମୁଖେ ପଦଯାତ୍ରା । କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ପଦଯାତ୍ରୀ ଚଣ୍ଡିଖୋଲ ଛକରେ ପହଁଚିଛନ୍ତି । ପଦଯାତ୍ରୀଙ୍କ କହିବାନୁସାରେ, କେନ୍ଦୁଝର ଜିଲ୍ଲା ଖଣି ଖାଦାନର ଇଲାକା ହୋଇଥିବା ବେଳେ ଏଠାରେ ଆଖି ଦୃଶିଆ ବିକାଶ ହୋଇ ପାରିନାହିଁ । ଆନନ୍ଦପୁରରୁ ଚମ୍ପୁଆକୁ ରେଳ ସଂଯୋଗ, ୨୦ ନମ୍ବର ଜାତୀୟ ରାଜପଥ କାର୍ୟ୍ୟ ସମ୍ପୂର୍ଣ, କେନ୍ଦୁଝର ଜିଲ୍ଲାରେ ଏକ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ଭଳି ୪ ଦଫା ଦାବି ନେଇ ସେମାନେ ପଦଯାତ୍ରାରେ ବାହାରିଛନ୍ତି । ବିଭିନ୍ନ ସେବା ସଙ୍ଘର କର୍ମକର୍ତ୍ତାମାନେ ପବିତ୍ର ଗାନ୍ଧି ଜୟନ୍ତୀରୁ କେନ୍ଦୁଝରରୁ ଭୁବନେଶ୍ୱରକୁ ଏକ ପଦଯାତ୍ରାରେ ବାହାରିଥିଲେ । ସେମାନେ ମଙ୍ଗଳବାର ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକରେ ପହଁଚି ଥିଲ ।.କେନ୍ଦୁଝର ଜିଲ୍ଲାର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆସନ୍ତା ୮ ତାରିଖ ଦିନ ନବୀନ ନିବାସରେ ଏକ ସ୍ମାରକ ପତ୍ର ପ୍ରଦାନ କରିବେ ବୋଲି ସଙ୍ଘ ର କର୍ମକର୍ତା ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!